କ.ନୂଆଗାଁ ପଞ୍ଚୁଦଣ୍ଡ ପରିଚାଳନା ସମିତି ପକ୍ଷରୁ ଅଷ୍ଟ ଶମ୍ଭୁ ମହାମିଳନ କାର୍ଯ୍ୟକ୍ରମ

କନ୍ଧମାଳ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବର ସହ ଶାନ୍ତିପୂର୍ଣ୍ଣ ଭାବେ ଏହି ଶମ୍ଭୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଛି l ଏଥିରେ କ. ନୂଆଗାଁ, ଲେତିଙ୍ଗିଆ, କିଲୁପଡା, ବାଲିଗାଡା ସମେତ ମୋଟ ଆଠ ଗୋଟି ଦଣ୍ଡଥଳ ଏହି ଐତିହାସିକ ଶମ୍ବୁ ମିଳନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଅଷ୍ଟ ଶମ୍ବୁ ମହାମିଳନ ସମାରୋହ ଉପଲକ୍ଷେ ସାମିଲ ହୋଇଥିବା ପ୍ରତ୍ୟେକ ଦଣ୍ଡ ଥଳ କୁ ରୀତିକ୍ରାନ୍ତି ଅନୁସାରେ ବରଣ କରାଯାଇଥିଲା l ପରେ ଧୂଳି… Continue reading କ.ନୂଆଗାଁ ପଞ୍ଚୁଦଣ୍ଡ ପରିଚାଳନା ସମିତି ପକ୍ଷରୁ ଅଷ୍ଟ ଶମ୍ଭୁ ମହାମିଳନ କାର୍ଯ୍ୟକ୍ରମ

ଏନ୍‌ଡିଆର୍‌ଏଫ୍ ଦ୍ଵାରା ବିପର୍ଯ୍ୟୟ ପରିଚାଳନା ପାଇଁ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର : ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗ ପରିସରରେ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନାର ରାଜ୍ୟ ସାଧନ କର୍ମୀ ରାମ ନାରାୟଣ ଦାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସା, ସିପିଆର୍ ,ଅଗ୍ନି ନିର୍ବାପନ କୌଶଳ, ପାଣିରେ ବୁଡିଯାଇଥିବା ଲୋକଙ୍କୁ ଉଦ୍ଧାର… Continue reading ଏନ୍‌ଡିଆର୍‌ଏଫ୍ ଦ୍ଵାରା ବିପର୍ଯ୍ୟୟ ପରିଚାଳନା ପାଇଁ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ୧୨ଦଫା ଦାବୀପତ୍ର ପ୍ରଦାନ

ଦାରିଙ୍ଗବାଡି: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଦିନିକିଆ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ସର୍କିଟ ହାଉସଠାରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ନେତାମାନେ ସ୍ୱାଗତ ଜଣାଇବା ପରେ ସହରର ସମସ୍ୟା ବୁଲି ଦେଖିଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଧାୟକ ଉମା ଚରଣ ମଲିକଙ୍କ ସହ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲା… Continue reading ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ୧୨ଦଫା ଦାବୀପତ୍ର ପ୍ରଦାନ

ଶିଶୁ ବାଟିକା ପ୍ରବେଶ ଉତ୍ସବ

ଗୋଲାମୁଣ୍ଡା, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଶିଶୁ ବାଟିକା ଏଵଂ ପ୍ରଥମ ଶ୍ରେଣୀ ରେ ନାମ ଲେଖାର ଵୟସ ନିପୁଣ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଲାମୁଣ୍ଡା କ୍ଲଷ୍ଟର ସ୍ଥିତ କେନ୍ଦ୍ର ବିଦ୍ୟାଳୟ ସମସ୍ତ ରେ ପ୍ରଥମ ଦିବସ ମହାସମାରୋହରେ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ର ସମ୍ମାନୀୟ ତହସିଲଦାର ଚନ୍ଦନ କୁମାର ନାୟକ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁଭାଷ ନାଏକ,ଗୋଷ୍ଠୀ… Continue reading ଶିଶୁ ବାଟିକା ପ୍ରବେଶ ଉତ୍ସବ

ପ୍ରଥମ ବିରାଟ  ରାମଲୀଳା ମହୋତ୍ସବ ପାଳନ

ଗୋଲାମୁଣ୍ଡା,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ  ଗ୍ରାମ ପଂଚାୟତ ଅଧିନରେ ଥିବା କର୍ଲାଗୁଡା ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଲୀଳା ମହୋତ୍ସବ  ଅନୁଷ୍ଠିତ ହୋଇଯାଇଅଛି।  ଉକ୍ତ ମହୋତ୍ସବ ତିନି ଦିନ ଧରି ପାଳନ ହେବା ବେଳେ ପ୍ରଥମ ଦିନ  ରାବଣ ଦରବାର ରାମ ବନବାସ ଓ ସୀତା ଚୋରୀ, ଦ୍ୱିତୀୟ ଦିନରେ ରାବଣ ଦରବାର ରେ ରାମ ଲକ୍ଷ୍ମଣ ଓ ହନୁମାନଙ୍କ ଭେଟ, ସୁଗ୍ରୀବ ସହିତ ମିତ୍ରତା… Continue reading ପ୍ରଥମ ବିରାଟ  ରାମଲୀଳା ମହୋତ୍ସବ ପାଳନ

ଅରଭାନୀ ସମୟ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଭୁବନେଶ୍ୱର: ସୁସ୍ଥ ମା’ଟିଏ ହେବା ପାଇଁ ଜଣେ କନ୍ୟା ସଠିକ୍ ବୟସରେ ବିବାହ କରିବା ଉଚିତ୍ । ଉପଯୁକ୍ତ ବୟସ ଅବଧି ଠାରୁ କମ୍ କିମ୍ବା ଅଧିକ ବୟସରେ ବିବାହ କରି ମାତୃତ୍ୱ ଲାଭ କରିବା ଉଭୟ ମା’ ଓ ଶିଶୁ ପ୍ରତି ବିପଦ ଥାଏ । ମାନସିକ ଓ ଶାରୀରିକସ୍ତରରେ ସୁସ୍ଥ ରହିବା ପାଇଁ ବିବାହ ପୂର୍ବରୁ ବାପା, ମା’ ବିବାହ ପରେ ଶାଶୁଘର ଲୋକେ କନ୍ୟାର ଉପଯୁକ୍ତ ଯନô ନେବା ଆବଶ୍ୟକ । ଭୁବନେଶ୍ୱରରୁ… Continue reading ଅରଭାନୀ ସମୟ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

ଭୁବନେଶ୍ୱର: ଆଜି ଓଡିଶା ଅଭିଭାବକ ମହାସଂଘ ତରଫରୁ ଗୀତଗୋବିନ୍ଦ ସଦନ ଠାରେ “ଶିକ୍ଷା ଅଧିକାର ସମ୍ମେଳନ” ଅନୁଷ୍ଠିତ ହୋଇଯାଇଛି l ଦେଶରେ 2005 ମସିହାରେ ପ୍ରଥମେ ଶିକ୍ଷା ଅଧିକାର ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ଆରମ୍ଭ ହୋଇ 2009 ମସିହାରେ ସ୍ୱତନ୍ତ୍ର ଶିକ୍ଷା ଅଧିକାର ଆଇନ ଆସିଲା ଓ 2010 ମସିହାରେ ଏହା କାର୍ଯ୍ୟକାରୀ ହେଲା l ଏହି ଆଇନର ମୁଖ୍ୟଲକ୍ଷ୍ୟ ଥିଲା ଶିଶୁକୁ ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରଦାନ କରି ତା ନିକଟରେ ଗୁଣାତ୍ମକ… Continue reading ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

You cannot copy content of this page