ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ

ଭୁବନ: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶ ଗ୍ରାମର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ମନ୍ଦିର ପରିସର ଓ ମା’ ମହାପାଟ ମନ୍ଦିର ପରିସରକୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାସେବୀ ସଦସ୍ୟମାନେ ସଫେଇ କରିଛନ୍ତି। ପ୍ରବଳ ବର୍ଷା ସତ୍ୱେ ମଧ୍ୟ ସେମାନେ ବର୍ଷାକୁ ଖାତିର ନ କରି ସଫେଇ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏହି ମନ୍ଦିର ସଫେଇ କାର୍ଯ୍ୟରେ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା, ରଂଜନ କୁମାରସେଠୀ, ଶ୍ରୀକାନ୍ତ ସେଠୀ, ବଳରାମ… Continue reading ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ

ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତ

ବାଲିଅନ୍ତା: ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତଅତ୍ଯନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ଏହି ଅନନ୍ୟ ପର୍ବ ଏକ ରଙ୍ଗୀନ ଏବଂ ହୃଦୟ ସ୍ପର୍ଶୀ ସମାବେଶ ମାଧ୍ୟମରେ ଜୀବନ୍ତ ପରିବେଷଣ ହୋଇଥିଲା ଯାହା ଆମର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ସୁନ୍ଦର ଭାବରେ ପ୍ରତିଫଳିତ କରିଥିଲା | ଏହି କାର୍ଯ୍ଯକ୍ରମରେ ଝୋଟି, ପିଠା ତିଆରି, ସଜବାଜ, ପିଲାମାନଙ୍କ ପ୍ରତିଯୋଗିତା ଏବଂ ଏକ ଜୀବନ୍ତ ଦମ୍ପତି ଖେଳ ଭଳି ବିଭିନ୍ନ ମଜାଳିଆ ପ୍ରତିଯୋଗିତାରେ ସଦସ୍ୟ… Continue reading ହାଇଦ୍ରାବାଦରେ ଏସଓଡବ୍ଳୁଡବ୍ଲୁ ପରିବାର ଦ୍ଵାରା ରଜପର୍ବ ପାଳିତ

ରଥଯାତ୍ରା ଉପଲକ୍ଷେ ଉତ୍ତରା ଛକରେ ଭକ୍ତଙ୍କ ପାଇଁ ଜଳଛତ୍ର ସେବା

ଉତ୍ତରା: ପବିତ୍ର ରଥଯାତ୍ରା ଉପଲକ୍ଷେ ସମ୍ପର୍କ ହୃଦୟ ଫାଉଣ୍ଡେସନ ଆନୁକୁଲ୍ୟରେ ଉତ୍ତରା ଛକ ନିକଟରେ ପୁରୀକୁ ଯାଉଥିବା ଅଗଣିତ ଭକ୍ତଙ୍କ ପାଇଁ ପଥପ୍ରାନ୍ତ ଜଳଛତ୍ର ସେବା ଯୋଗାଇ ଦିଆ ଯାଇଅଛି। ସମ୍ପର୍କ ହୃଦୟ ପରିବାର ସଦସ୍ୟ ଜ୍ୟୋତି ରଞ୍ଜନ ନାୟକଙ୍କ ନେତୃତ୍ଵ ରେ ସମ୍ପର୍କ ହୃଦୟ ପରିବାରର ସମ୍ପାଦକ ବସନ୍ତ କୁମାର ସାହୁ, ତାରାକାନ୍ତ ସାହୁ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିବାରର ସଦସ୍ୟ ଅଜୁ ସାହୁ, ମନୋଜ ସାହୁ, ରାଜୀବ ମହାରଣା, ବବୁଲ ସାହୁ, ଶିବ ପ୍ରସାଦ,… Continue reading ରଥଯାତ୍ରା ଉପଲକ୍ଷେ ଉତ୍ତରା ଛକରେ ଭକ୍ତଙ୍କ ପାଇଁ ଜଳଛତ୍ର ସେବା

ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର: ବଲାଙ୍ଗିର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ବରପାଳିପଡ଼ା (ଭଗବତ ମନ୍ଦିର) ଠାରେ ଅନୁଷ୍ଠିତ ହେଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ଥାନୀୟ ଆଶା କର୍ମୀ, ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ… Continue reading ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି ଥାନା ଘେରାଉ

ବଲାଙ୍ଗିର: ବଲାଙ୍ଗିର ତୁରେଇକେଲା ଯିବା ରାସ୍ତାର ନୂଆ ବସ୍‌ଷ୍ଟାଣ୍ଡ ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା କୂଅରୁ ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକ ଚିହ୍ନଟ କରିଥିଲେ । ଗତକିଛି ଦିନ ତଳେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆ ଗାଁ ରକୁଞ୍ଜ ମାଝୀ ନାମକ ଯୁବକ ରାତିରେ ଘରେ ଥିବାବେଳେ ତାଙ୍କ ପାଖକୁ ଏକ ଫୋନ୍ କଲ୍… Continue reading କଣ୍ଟାବାଞ୍ଜି ଥାନା ଘେରାଉ

You cannot copy content of this page