ନିର୍ମାଣରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ବାଲିଅନ୍ତା: ବାଳକକାଟିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଏଜୁକେସନାଲ ଟ୍ରଷ୍ଟ ପରିସରରେ ୭୯ ତମ ସ୍ବାଧିନତା ଦିବସ ଖୁବ୍ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏଥିରେ , ମୁଖ୍ୟ ଅତିଥି ଭାବେ ଓରା ଅନୁଷ୍ଠାନର ମୁଖ୍ୟ ସ୍ମିତା ନାୟକ, ଶିକ୍ଷାବିତ୍ ବିଦୁଭୂଷଣ ପଟ୍ଟନାୟକ ଓ ନିର୍ମାଣ ର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦ୍ଵାରା ପ୍ରତାପଶାସନ ର ବିଭିନ୍ନ ଗାଁ ପ୍ରଭାତ ଫେରିରେ ପିଲାମାନେ ଦେଶାତ୍ମକ ବୋଧକ… Continue reading ନିର୍ମାଣରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ପୁସ୍ତକର ଲୋକାର୍ପଣ

ବାଲିଅନ୍ତା/ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଡ. ରଜନୀ ରଞ୍ଜନ ଦାଶ ଙ୍କ ଲିଖିତ “ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ” ପୁସ୍ତକ ର ପରିବର୍ଦ୍ଧିତ ସଂସ୍କରଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ କେଦାରନାଥ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହୋଇଯାଇଛି l ପକ୍ଷୀଘର ପ୍ରକାଶନୀ ର ବନୋଜ ତ୍ରିପାଠୀ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାରଳା ସାହିତ୍ୟର ବିଶିଷ୍ଟ ଗବେଷକ ଜେଏନୟୁ ର ପ୍ରଫେସର ଡ. ଉଦୟନାଥ ସାହୁ ଏବଂ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ.… Continue reading ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ପୁସ୍ତକର ଲୋକାର୍ପଣ

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ଭୁବନ: ସାରା ରାଜ୍ୟରେ ୭୯ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ମଧ୍ୟ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ଉକ୍ତ ଦିବସରେ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ପ୍ରଧାନ ଶିକ୍ଷକ ପ୍ରତାପ ସାହୁ, ସହକାରୀ ଶିକ୍ଷକ ସୁବ୍ରତ ବିଶ୍ୱାଳ, ଛବିଳ ପରିଡ଼ା, ଶିକ୍ଷୟିତ୍ରୀ କବିତା ପୃଷ୍ଟି, ଚୁମୁକି ମାଝୀ, ଅର୍ପିତା ବେହେରା, ମାମିନା ରାଉତ, ମୁଖ୍ୟ ଅତିଥି ବୁଦ୍ଧିମନ୍ତ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

You cannot copy content of this page