ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ଚିଲିକା: ଦେଶର ୮୦ ତମ ସ୍ୱାଧୀନତା ଦିବସ ଆଜି ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଉତ୍ସାହ ଓ ଦେଶଭକ୍ତିର ସହ ପାଳନ କରାଯାଇଛି ।.ସକାଳ ୮ଟା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସ୍ୱାଇଁ, ଅଙ୍ଗନବାଡି ଶିକ୍ଷୟତ୍ରୀ ଶ୍ରୀମତୀ ସୀତା ବେହେରା,ରଶ୍ମିତା ବେହେରା ପ୍ରମୁଖ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।.ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତି ଗୀତ, ନୃତ୍ୟ, ନାଟକ ଏବଂ… Continue reading ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ଭୁବନ: ସାରା ରାଜ୍ୟରେ ୭୯ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ମଧ୍ୟ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ଉକ୍ତ ଦିବସରେ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ପ୍ରଧାନ ଶିକ୍ଷକ ପ୍ରତାପ ସାହୁ, ସହକାରୀ ଶିକ୍ଷକ ସୁବ୍ରତ ବିଶ୍ୱାଳ, ଛବିଳ ପରିଡ଼ା, ଶିକ୍ଷୟିତ୍ରୀ କବିତା ପୃଷ୍ଟି, ଚୁମୁକି ମାଝୀ, ଅର୍ପିତା ବେହେରା, ମାମିନା ରାଉତ, ମୁଖ୍ୟ ଅତିଥି ବୁଦ୍ଧିମନ୍ତ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୂବନ: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ସ୍କୁଲ୍, କଲେଜ, ସଂଗଠନ ଏବଂ କାର୍ଯ୍ୟାଳୟରେ ମଧ୍ୟ ଆନନ୍ଦ ଉଲ୍ଲାସର ସହକାରେ ଜାତୀୟ ପତାକା ଉତୋଳନ କରାଯିବା ସହ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ୭୮ତମ ସ୍ୱାଧୀନତା ଦିବସ ପାଳନ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

You cannot copy content of this page