ଓଡ଼ିଶ ଉ.ପ୍ରା. ସ୍କୁଲ୍‌ରେ ଆସ ସ୍କୁଲ ଯିବା ପଦଯାତ୍ରା

ଭୁବନ: ଆସ ସ୍କୁଲ୍ ଯିବା ପଦଯାତ୍ରା ଅଭିଯାନ ଓଡ଼ିଶ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଧାଡ଼ିରେ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। ଆସ ସ୍କୁଲ୍ ଯିବା ନାରା ମଧ୍ୟ ଦେଇଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ସାହୁ, ସହକାରୀ ଶିକ୍ଷକ ସୁବ୍ରତ ବିଶ୍ୱାଳ, ଛବିଳ ପରିଡ଼ା ଓ ସହକାରୀ ଶିକ୍ଷୟିତ୍ରୀ କବିତା ପୃଷ୍ଟି, ଅର୍ପିତା ବେହେରା ଓ ମାମିନା ରାଉତ ଉପସ୍ଥିତ ଥିଲେ। ଏଥିରେ ସାମ୍ବାଦିକ ବିମଳ କୁମାର ରଣା… Continue reading ଓଡ଼ିଶ ଉ.ପ୍ରା. ସ୍କୁଲ୍‌ରେ ଆସ ସ୍କୁଲ ଯିବା ପଦଯାତ୍ରା

୭୯ ତମ ସ୍ୱାଧୀନତା ଦିବସ ପାଳିତ ଏବଂ ଚାରାରୋପଣ କାର୍ଯ୍ୟକ୍ରମ

ବାଲିଅନ୍ତା: ବାଲିଅନ୍ତା -ପାହାଳ -ଧଉଳି କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଭିଙ୍ଗାରପୁର ସ୍ଥିତ ବକ୍ରେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସର ଖେଳପଡିଆରେ ବାବା ବକ୍ରେଶ୍ୱର ମିଶନର ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ସହ କାର୍ଯ୍ୟରତ ସାମ୍ବାଦିକ ମାନେ ମିଶି ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅବସରପ୍ରାପ୍ତ ପ୍ରାଣୀବିଜ୍ଞାନ ତରୁଣକାନ୍ତ ନାୟକ, ମିଶନର ପ୍ରଶିକ୍ଷକ ସୋମନାଥ ମଲ୍ଲିକ, ମନ୍ମଥ ନାଥ ଭୋଇ, ଆର୍ତ୍ତତ୍ରାଣ ଗୁରୁ, ସୁରେଶ ରାଉଳ ପ୍ରମୁଖ ଉପସ୍ଥିତ… Continue reading ୭୯ ତମ ସ୍ୱାଧୀନତା ଦିବସ ପାଳିତ ଏବଂ ଚାରାରୋପଣ କାର୍ଯ୍ୟକ୍ରମ

ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ନଟରାଜ ମ୍ୟୁଜିକ୍ ଆଣ୍ଡ ଡାନ୍ସ ଏକାଡେମୀ ଦ୍ବାରା ଆୟୋଜିତ ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ୨୦୨୫ରେ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଦଳଗତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନା ଦ୍ବାରା ଅନୁଷ୍ଠାନର ନୃତ୍ୟାଙ୍ଗନାମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କର କରତାଳି ସାଉଁଟିଥିଲେ । ଶିଳ୍ପୀମାନେ… Continue reading ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ମତୋ ମାଳବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ

ଚାନ୍ଦବାଲି: ମତୋ ମାଳବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଚାଲ ସ୍କୁଲ ଯିବା ଅଭିଯାନ ପାଳିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଦେବକି ମଲିକ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକକୁ ନେଇ ବୈଠକ ଅନୁଷ୍ଠିତ କରାଇଥିଲେ | ପ୍ରଥମେ ବୈଠକ ପ୍ରାରମ୍ଭରେ ଶିକ୍ଷୟତ୍ରୀ ଯୋଗମାୟା ସାହୁ ସମସ୍ତେଙ୍କୁ ସ୍ୱାଗତ କରିବା ସହିତ ୩ ଥର ଓ଼ମଂକାର ଧ୍ୱନି କରି ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ | ଅଭିଭାବକଙ୍କର ଅସୁବିଧା ଯେ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର… Continue reading ମତୋ ମାଳବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ

ମୁଗୁପୁର ସମାଚାର ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ

ହାଟଡିହି: ଜନସେବକ ଫାଉଣ୍ଡେସନ୍ ଦ୍ଵାରା ଆୟୋଜିତ ମୁଗୁପୁର ସମାଚାର ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ମୁଗୁପୁର ସମାଚାର କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧିଜୀବି ତଥା ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ଚରଣ ପଣ୍ଡା ଜାତୀୟ ପତାକା ଉଳନ କରି ସ୍ଵାଧୀନତା ଦିବସ ଉପରେ ଆଲୋକପାତ କରିଥିଲେ । ପରେ ସ୍ଵାଧୀନତା ଦିବସର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ଓଝାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାରସ୍ଵତ ସାଧକ ନାରାୟଣ… Continue reading ମୁଗୁପୁର ସମାଚାର ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ

ଡ଼ଃ ଅଜିତ ତ୍ରିପାଠୀଙ୍କ “ଭାରତୀୟ ସଂସ୍କୃତିରେ ମାନବୀୟ ଧର୍ମ ଓ ରାଜଧର୍ମ ଲୋକାର୍ପିତ

ଭୁବନେଶ୍ୱର: ସ୍ଥାନୀୟ ଶହୀଦ ନଗର ସ୍ଥିତ ଜୟଦେବ କମ୍ପ୍ଲେକ୍ସ ଠାରେ ଧାରା ଶ୍ରୀରାଧା ପ୍ରକାଶନୀ ପକ୍ଷରୁ ବିଶିଷ୍ଟ ସମାଜତତ୍ତ୍ୱ, ରାଜଧର୍ମ, ପୂଜ୍ୟପୂଜା,ସାମାଜିକ ସୁବାର୍ତ୍ତା, ଧର୍ମୀୟ ଚେତନା, ମାନବିକତା ସହିତ ସାମ୍ପ୍ରତିକ ସମୟରେ କିପରି ଉକ୍ତ ମହନୀୟ ଗୁଣ ଗୁଡିକର ବ୍ୟାପକ ପରି ପ୍ରକାଶ ସହିତ ସାଧାରଣ ମନୁଷ୍ୟ ଙ୍କ କର୍ମ ରେ ଆସିପାରିବ ତାହା ସ୍ଥାନିତ ହେବା ସହିତ 135 ଟି ଆଲେଖ୍ୟ, ଓ 468 ଟି ପୃଷ୍ଠା ରହିଛି l ତାହା ଉକ୍ତ ପୁସ୍ତକ ରେ… Continue reading ଡ଼ଃ ଅଜିତ ତ୍ରିପାଠୀଙ୍କ “ଭାରତୀୟ ସଂସ୍କୃତିରେ ମାନବୀୟ ଧର୍ମ ଓ ରାଜଧର୍ମ ଲୋକାର୍ପିତ

You cannot copy content of this page