ଟ୍ରାଫିକ ନିୟନ୍ତ୍ରଣ ପାଇଁ ଡିଏସପି ଙ୍କୁ ଦେଲେ ଦାବିପତ୍ର

କଳାହାଣ୍ଡି,୧୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେଦିନକୁ ଦିନ ବଢୁଥିବା ଟ୍ରାଫିକ ଜାମ୍ ଓ ସଡ଼କ ସୁରକ୍ଷା ସମସ୍ୟାକୁ ନେଇ ମିଳିତ କ୍ରିୟାନୁଷ୍ଠାନ କର୍ମିଟି ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁଶ୍ରୀ ଭର୍ଷିଥା ଅଡେପୁ (ଆଇପିଏସ) ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହର ମଧ୍ୟରେ ପିକ୍ ସମୟରେ ଭାରୀ ଯାନବାହନ ପ୍ରବେଶ ନିୟନ୍ତ୍ରଣ ସହ ସ୍ପିଡ୍ ଚେକିଂ ଓ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଥିରେ… Continue reading ଟ୍ରାଫିକ ନିୟନ୍ତ୍ରଣ ପାଇଁ ଡିଏସପି ଙ୍କୁ ଦେଲେ ଦାବିପତ୍ର

ଆକ୍ରମଣ ପ୍ରତିଆକ୍ରମଣରେ ଜଳୁଛି ମଧ୍ୟପ୍ରାଚ୍ୟ

ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ଇରାନକୁ ପୁଣି ଡରେଇଛନ୍ତି ଆମେରିକା ରାଷ୍ଟ୍ରପତି । ହୋର୍ମୁଜ ଜଳପଥରେ ତୈଳ ଯୋଗାଣରେ ବାଧା ଦେଲେ ପରିଣାମ ଭୟାବହ ହେବ । ଯେତିକି ଆକ୍ରମଣ କରିଛୁ ତାହାର ୨୦ ଗୁଣା ଅଧିକ ଆକ୍ରମଣ କରିବୁ । ମୃତ୍ୟୁ, ନିଆଁ ଓ କ୍ରୋଧ ସେମାନଙ୍କ ଉପରେ ରାଜତ୍ୱ କରିବ ବୋଲି ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି… Continue reading ଆକ୍ରମଣ ପ୍ରତିଆକ୍ରମଣରେ ଜଳୁଛି ମଧ୍ୟପ୍ରାଚ୍ୟ

ଆଙ୍କୁଲାଚ଼ଟିରେ ସପ୍ତଦୋଳ ମେଳଣ ସମାପନ

ଚିଲିକା:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲାଚଟି ସପ୍ତଦୋଳ ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି ପ୍ରସିଦ୍ଧ ସପ୍ତଦୋଳ ମେଳଣ । ପୌରାଣିକ ତଥା ଐତିହାସିକ ଶୋଲରି ପାହାଡ଼ର ପାଦଦେଶରେ କାହିଁ କେଉଁ କାଳରୁ ପାଳନ ହୋଇ ଆସୁଛି ଏହି ସପ୍ତଦୋଳ ମେଳଣ ଯାତ୍ରା। ଦୈତ୍ୟରାଜ ବାଣାସୁରର ତପସ୍ୟା ସ୍ଥଳୀ ଶୋଲରି ଶାମୁକା ସ୍ଥଳୀର ପାଦଦେଶରେ ପାଳିତ ହେଉଥିବା ଏହି ଯାତ୍ରା ଉତ୍ସବ ମହାସମାରୋହରେ ପଞ୍ଚୁପଲ୍ଲୀ ସୀମା ଗ୍ରାମବାସୀ ମାନଙ୍କ ଦ୍ଵାରା ପରିଚାଳିତ ହୋଇଥାଏ। ଚଳିତ ବର୍ଷ ଦର୍ଶକଙ୍କ ସମାଗମ… Continue reading ଆଙ୍କୁଲାଚ଼ଟିରେ ସପ୍ତଦୋଳ ମେଳଣ ସମାପନ

ଗ୍ୟାସ ପାଇଁ ସବୁଠି ହାହାକାର

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା ଏଲପିଜି ସଙ୍କଟକୁ ସରକାର ଟାଳି ଦେଇଥିବା ଦାବି କରିଛନ୍ତି । ଇରାନ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିବା ମାତ୍ରେ ଭାରତରେ ଏଲପିଜି ସିଲିଣ୍ଡର ସଙ୍କଟ ଦେଖା ଯାଇଥିଲା । ମୁମ୍ବାଇ ଠାରୁ ଆରମ୍ଭ କରି ଓଡ଼ିଶାରେ ଲୋକମାନେ ଠିକ ଭାବେ ସିଲିଣ୍ଡର ପାଉ ନଥିବା ଅଭିଯୋଗ କରିଥିଲେ । କିଛି ସ୍ଥାନରେ କମର୍ସିଆଲ ଗ୍ୟାସ ଅଭାବରରୁ ରେଷ୍ଟୁରାନ୍ଟ ଓ ହୋଟେଲରେ ତାଲା ପଡ଼ିଥିବା ରିପୋର୍ଟ ମଧ୍ୟ ଆସିଥିଲା… Continue reading ଗ୍ୟାସ ପାଇଁ ସବୁଠି ହାହାକାର

ସାହିତ୍ୟ ସିନ୍ଦୁରା ପାଳିଲା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ

ଚିଲିକା:ବାଣପୁର ଚିଲିକା ଅଞ୍ଚଳ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସାହିତ୍ୟ ସିନ୍ଦୁରା ପକ୍ଷରୁ ୧୩ଶ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ବାଣପୁର ଵିଧାରପୁରସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ବହୁ ସାରସ୍ଵତ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ସମାବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ମା’ ଭଗବତୀ ଓ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା।ବିଶିଷ୍ଟ… Continue reading ସାହିତ୍ୟ ସିନ୍ଦୁରା ପାଳିଲା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ

ଶିକ୍ଷାବିତ ଉତ୍କଳ ରତ୍ନ ଶତ୍ରୁଘ୍ନ ନାଥ ଙ୍କ ଶ୍ରାଦ୍ଧ ଦିବସ ପାଳନ

ଭୁବନେଶ୍ଵର ତା ୧୦।୩ , ଶହୀଦ ନଗର ଶିକ୍ଷାବିତ ପ୍ରଫେସର ଶତୃଘ୍ନ ନାଥ ମାର୍ଗ ସ୍ଥିତ ପ୍ରତିମୂର୍ତ୍ତି ନିକଟ ରେ ପ୍ରଫେସର ଶତୃଘ୍ନ ନାଥ ୨୦ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି।ଏହି ପୂଜ୍ୟ ପୂଜା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ର ପୁରାତନ ଛାତ୍ର ସଂସଦ,ଆମେ ଭୁବନେଶ୍ୱର ପାଇ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ତାଙ୍କ ପରିବାର ସଦସ୍ୟ ମାନଙ୍କ ଉପସ୍ଥିତି ରେ ପାଳନ କରା ଯାଇ… Continue reading ଶିକ୍ଷାବିତ ଉତ୍କଳ ରତ୍ନ ଶତ୍ରୁଘ୍ନ ନାଥ ଙ୍କ ଶ୍ରାଦ୍ଧ ଦିବସ ପାଳନ

ପୁଣି କଳାପତାକା ଧରିବ ଭାଷା ଆନ୍ଦୋଳନ

ଭୁବନେଶ୍ୱର – 10/03 ଆଜି ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କଲା ଭାଷା ଆନ୍ଦୋଳନ,ଓଡ଼ିଶା | ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଓ ଭାଷା ଆଇନ ଖିଲାପ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଣି କଳାପତାକା ଅଭିଯାନ ଆରମ୍ଭ କରିବାକୁ‘ଭାଷା ଆନ୍ଦୋଳନ,ଓଡ଼ିଶା’ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଯୋଗ୍ୟ ଯେ ଏତାଦୃଶ ଦାବି ନେଇ ୨୦୧୬ ମସିହା ଏପ୍ରିଲ ୧୩ ତାରିଖ ଠାରୁ ୨୦୧୮ ମସିହା… Continue reading ପୁଣି କଳାପତାକା ଧରିବ ଭାଷା ଆନ୍ଦୋଳନ

You cannot copy content of this page