ସ୍ଥାନୀୟ ପୁରୁଣା ଭୁବନେଶ୍ୱର ର ରାମେଶ୍ୱର ମନ୍ଦିର ନିକଟରେ ଥିବା ହରି ଓମ୍ କ୍ଲବ ପ୍ରତ୍ୟେକ ଥର ନିସ୍ୱାର୍ଥପର ସେବା ପରି ଗତ କାଲି ,ଶନିବାର ୨୧ ତାରିଖ ରେ ଏକ ବିରାଟ ସ୍ୱାସ୍ଥ୍ୟ ସେବା ର ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଧଉଳି ନିକଟସ୍ଥ କୁମାର ଡିହ ଗ୍ରାମ ର ଧଉଳି କ୍ଲବ ଏବଂ ଅଙ୍ଗନବାଡି ପ୍ରାଙ୍ଗଣ ରେ ଆୟୋଜନ କରିଥିଲା। । ଏହି ସ୍ୱାସ୍ଥ୍ୟ ଶିବିର କୁ ମନିପାଲ ମଲ୍ଟି ସ୍ପେଶିଆଲିଷ୍ଟ ହସ୍ପିଟାଲ , ଏ… Continue reading ହରି ଓମ୍ କ୍ଲବ ର ମେଗା ସ୍ବାସ୍ଥ୍ୟ ଶିବିର
ହରି ଓମ୍ କ୍ଲବ ର ମେଗା ସ୍ବାସ୍ଥ୍ୟ ଶିବିର