ଭୁବନେଶ୍ୱର 25/03:Priyabrata Barik: ଆଗାମୀ ଦିନରେ ଖରାର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ଯୋଗୁ ଜନସାଧାରଣଙ୍କ ସମସ୍ୟା କୁ ଦୃଷ୍ଟି ଆଗରେ ରଖି, ଲୋକମାନେ ଅସହ୍ୟ ପ୍ରଚଣ୍ତ ଖରା ଏବଂ ଗୁଳୁଗୁଳିରୁ ବର୍ତ୍ତିବା ପାଇଁ କୋର୍ଟ ବାର ଏସୋଶେସେନ ନିଷ୍ପତି ନେଇଛନ୍ତିଯେ ଏପ୍ରିଲ ଛଅ ତାରିଖ ଠାରୁ ଜିଲ୍ଲା କୋର୍ଟ ଗୁଡିକ ସକାଳ 7ଟା ରୁ ଦିନ 1ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲୁରହିବା ପାଇଁ ସରକାର ନିଷ୍ପତି ନେଇଛନ୍ତି l କିନ୍ତୁ ବ୍ରହ୍ମପୁର, ଭୁବନେଶ୍ୱର… Continue reading ଏପ୍ରିଲ 6ତାରିଖ ଠାରୁ ସମସ୍ତ ଜିଲ୍ଲା କୋର୍ଟ ସକାଳୁଆ
ଏପ୍ରିଲ 6ତାରିଖ ଠାରୁ ସମସ୍ତ ଜିଲ୍ଲା କୋର୍ଟ ସକାଳୁଆ