ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ

ବାଲିଅନ୍ତା୦୬।୦୬ (ଗୋବର୍ଦ୍ଧନ ଦାସ):- କିଛି ଦିନ ହେବ ବାଲିଅନ୍ତା ଓ ଧଉଳି ଥାନା ପୁଲିସ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିଭିନ୍ନ ଛକଠାରେ ନାଇଟ୍ ବ୍ଲକିଂ ଓ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଯାହା ଦ୍ଵାରା ବିଭିନ୍ନ ଲୁଟ୍, ଚୋର ନିଶା କାରବାର, ବେଆଇନ ମାଟି ,ବାଲି ଚୋରା ଚାଲାଣ ଆଦି ଅନେକେ ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଇ ପାରିବ। ସବୁଦିନ ପରି ରାତ୍ରିକାଳୀନ ପଇଁତରା ମାରୁଥିବା ବାଲିଅନ୍ତା ଥାନାର ଏକ ପୁଲିସ୍ ଟିମ୍୦୬.୦୬.୨୦୨୬ ରାତି ପ୍ରାୟ… Continue reading ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ

ସୌମ୍ୟରଞନ ମୃତ୍ୟୁ ଘଟଣା, ଓମ୍ କରିଥିଲା କି? ହତ୍ୟା ର ବ୍ଲୁ-ପ୍ରିଣ୍ଟ୍ ?

ଭୂବନେଶ୍ୱର/ବାଲିଅନ୍ତା, ୨୩/୫: ବାଲିଅନ୍ତା GRP କନେଷ୍ଟବଳ ସୌମ୍ୟରଞନ ସ୍ଵାଇଁ ମୃତ୍ୟୁ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ପ୍ରକୃତ ଘଟଣା ଆଜି ପର୍ଯ୍ୟନ୍ତ ହତ୍ୟାର ମୁଖ୍ୟ ଆସାମୀ କିଏ ଜଣା ପଡ଼ୁନାହିଁ । ସତରେ କଣ ସୌମ୍ୟ ଙ୍କୁ ଯୋଜନା ଦ୍ଭାବରେ ହତ୍ୟା କରାଯାଇଛି ?ଏବେ ମଧ୍ୟ ସନ୍ଦେହ ଘେରରେ ଅଛି । କ୍ରାଇମ ବ୍ରାଞ୍ଚ କୁ କେସ୍‌ ହସ୍ତାନ୍ତର ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ମା କୁ ଆସୁଛି ।ଏହା ରି… Continue reading ସୌମ୍ୟରଞନ ମୃତ୍ୟୁ ଘଟଣା, ଓମ୍ କରିଥିଲା କି? ହତ୍ୟା ର ବ୍ଲୁ-ପ୍ରିଣ୍ଟ୍ ?

ଗାଡି ଚୋରୀ କରି ବନ୍ଧାହେଲେ ୩ ପେସାଦାର ଅଭିଯୁକ୍ତ:

ବାଲିଅନ୍ତା,୨୧|୫():ଗାଡି ଚୋରୀ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ହାତରେ ୩ ପେସାଦାର ଅଭିଯୁକ୍ତ l ସେମାନେ ହେଲେ ଏହି ଥାନା ରଘୁନାଥପୁର ଉପରସାହି ଗ୍ରାମର ସାଗର ଓରଫ ଶୋଭନ ଧିର, କୁମାରଡିହ ଭୋଇସାହି ଗ୍ରାମର କାହ୍ନା ଓରଫ କାହ୍ନୁ ଚରଣ ଭୋଇ ଏବଂ ରଘୁନାଥପୁର ତଳସାହି ଗ୍ରାମର ବାଦଲ ଭୋଇ l ସେମାନଙ୍କ ଠାରୁ ପୁଲିସ ଚୋରୀ ଯାଇଥିବା ଗାଡି ଉଦ୍ଧାର କରିବା ସହ ଗୋଟେ ମୋଟର ସାଇକଲ ଏବଂ ଏକ ତେଲେଙ୍ଗା କଟୁରୀ ଜବତ… Continue reading ଗାଡି ଚୋରୀ କରି ବନ୍ଧାହେଲେ ୩ ପେସାଦାର ଅଭିଯୁକ୍ତ:

ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟଁ। ଗିରଫ୍

ଭୂବନେଶ୍ୱର,୨୦/୫:ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟାଁ କୁ ଗିରଫ୍ କଲା ମହିଳା ଥାନା ପୋଲିସ୍ । ଫିଲ୍ମ କରିବା ନାଁରେ ଯୁବତୀ ଙ୍କୁ ପ୍ରଥମେ ବନ୍ଧୁତା ତାପରେ ପ୍ରେମ, ପ୍ରତିଶୃତି, ବିବାହ ପୁଣି ପ୍ରତାରଣା,ଦେଇ ଯୁବତୀ ଜଣଙ୍କୁ ଠକି ଥିଲା । ଫିଲ୍ମ କରିବା ନାଁରେ ଯୁବତୀ ଜଣଙ୍କ ଠାରୁ ୨୮ ଲକ୍ଷ ନେଇଥିଲେ, ପରେ ଯୁବତୀ ଙ୍କ ସହିତ ସବୁ ସଂପର୍କ ଙ୍ଗିଦେଇଥିଲେ, ଆହୁରୁ ତାଙ୍କ ମୋବାଇଲ୍ ନମ୍ବର ବ୍ଳକ୍ କରିଦେଇଥିଲେ । ସିନେମା ଟି ଲସ୍… Continue reading ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟଁ। ଗିରଫ୍

ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ

ବାଲିଅନ୍ତା ୧୯/୦୫:-ବାଲିଅନ୍ତା ଥାନା ପୋଲିସ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ପୋଲିସ୍ ସୁତ୍ରରୁ ପ୍ରକାଶ ଥାଉ କି ବାଲିଅନ୍ତା ଥାନା ଅଧିକାରିଣୀ ରଶ୍ମିତା ବେହେରା ଏକ ସ୍ଵତନ୍ତ୍ର ଟିମ ଗଠନ କରି ବିଳମ୍ବିତ ରାତିରେ ବାଲିଅନ୍ତା ବଜାର ନିକଟରେ ଚେକିଂ କରୁଥିବା ସମୟରେ ତିନୋଟି ହାଇୱା ହଂସପାଳ ରୁ ବେଣୁପୁର ଅଭିମୁଖେ ଦ୍ରୁତଗତି ରେ… Continue reading ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ

ବ୍ରହ୍ମପୁରରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି

ବ୍ରହ୍ମପୁର,୧୯/୫: ସତେ ଯେମିତି ଆପରାଧୀ ମାନଙ୍କର ପୋଲିସକୁ ଏବଂ ଆଇନ୍‌ କାନୁନ୍‌କୁ ବେଖାତିର କରିବାରେ ଲାଗିଛନ୍ତି।କିଛି ଦିନ ତଳେ ଡି ଜି ପି, ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସାବାଡ କରିବାପାଇଁ ସିଧା ଏନ୍ କାଉଣ୍ଟର୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ, ପୁଣି ଥରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି ବ୍ରହ୍ମପୁରରେ ଘଟିଛି। ରାଜ୍ୟରେ ଯେମିତି ଅପରାଧୀ ମାନେ ପୋଲିସ୍‌ କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି,ଏବେ ସବୁ ଆଡ଼େ ଭାଇରାଲ ହବାର ଲାଗିଛି, ଏକ ଭିଡିଓ… Continue reading ବ୍ରହ୍ମପୁରରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି

କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା ର ଆରମ୍ଭ କରୁଛି ତଦନ୍ତ

ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ତନାଘନା ଆରମ୍ଭ ହୋଇଛି। ଆଜି କ୍ରାଇମବ୍ରାଞ୍ଚ ଟିମ୍, ଏସପି ଅନିରୁଦ୍ଧ ରାଉତରାୟଙ୍କ ସହ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚିଥିଲେ। ଦୁଇଟି ଟିମ୍ ଘଟଣାରେ ତଦନ୍ତ ଜାରି ରଖୁଛନ୍ତି। ଗୋଟିଏ ଟିମ୍ ଥାନାରେ ପହଞ୍ଚି ଥାନା ଅକାରୀଙ୍କଠାରୁ ତଥ୍ୟ ନେଉଥିବାବେଳେ ଦ୍ୱିତୀୟ ଟିମଟି କ୍ରାଇମ୍ ସ୍ପଟରେ ପହଞ୍ଚି ତନାଘନା କରୁଛି।ସେପଟେ ଏହି ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖ୍ ମୁଖ୍ୟମନ୍ତ୍ରୀ ମୋହନ… Continue reading କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା ର ଆରମ୍ଭ କରୁଛି ତଦନ୍ତ

ବାଲିଅନ୍ତା ସୌମ ରଂଜନ ହତ୍ୟା ଘଟଣା ସାଙ୍ଗ ଓମ୍ କଲେ ବଡ ଖୁଲାସା

Priyabrata Barik: ଖୋର୍ଦ୍ଧା-ବାଲିଅନ୍ତା,୯/୫: ବହୁ ଚର୍ଚ୍ଚିତ ବାଲିଅନ୍ତ। ସୌମ୍ୟରଂଜନ ହତ୍ୟା ଘଟଣା ସାରା ଓଡ଼ିଶାରେ ଆଲୋଡଣ ସୃଷ୍ଟି କରିଛି । କେମିତି ସୌମ୍ୟ ଙ୍କୁ ହତ୍ୟା କରାଗଲା ସମସ୍ତେ ଜାଣିଛନ୍ତି, କିଏ କହୁଛନ୍ତି ଯୁବତୀ ଙ୍କୁ ଅସଦାଚରଣ କରିଥିବାରୁ ଗ୍ରାମବାସୀ ମାନେ ଅତି ଅମାନୁଷିକ ଭାବରେ ପିଟି ପିଟି ମାରିଦେଇଛନ୍ତି । କିନ୍ତୁ ସୌମ୍ୟ ଙ୍କ ମାଆ ଓ ମାମୁଁ ଅଭିଯୋଗ କରୁଛନ୍ତି ଆଗରୁ ପୂର୍ବ ଯୋଜନା ମୁତାବକ ହିସାବରେ ପ୍ଲାନ କରି ହତ୍ୟା କରାଯାଇଛି ।… Continue reading ବାଲିଅନ୍ତା ସୌମ ରଂଜନ ହତ୍ୟା ଘଟଣା ସାଙ୍ଗ ଓମ୍ କଲେ ବଡ ଖୁଲାସା

ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ଯକ୍ଷା

ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପହଞ୍ଚିଛନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଯୁବକଙ୍କୁ ମାଡ କରି ଗୁରୁତର କରିଥିଲେ ସ୍ଥାନୀୟଲୋକେ। ପୁଲିସ ଉଦ୍ଧାର କରି ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପ୍ରାଥମିକ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ଯକ୍ଷା।ସେ ଆହୁରି ମଧ୍ୟ କହିଛନ୍ତି ଯିଏ ଅଭିଯୁକ୍ତ ହୋଇଥିବେ, କାହାକୁ ମଧ୍ୟ ଛଡାଯିବନି… Continue reading ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ଯକ୍ଷା

ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। “*ଏଭଳି ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତ ନହୁଏ, ସେଥ୍‌ପ୍ରତି ପୁଲିସ ପ୍ରଶାସନ ଓ ପୁଲିସ ବାହିନୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।… Continue reading ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

You cannot copy content of this page