ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ “ବ୍ଲୁମିଙ୍ଗଡେଲ୍ସନାଇଟ୍” ପାଳନ

ବାଲିଅନ୍ତା 01/04:- ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ ୩୦ ମାର୍ଚ୍ଚ ୨୦୨୬ ତାରିଖରେ ଜିକେସିଏମ୍ ଓଡିଶୀ ରିସର୍ଚ୍ଚ ସେଣ୍ଟରରେ “ବ୍ଲୁମିଙ୍ଗଡେଲ୍ସନାଇଟ୍” ବଡ଼ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା। ଏହି ଅବସରରେ ‘କିଡ଼୍ ବ୍ଲୁମିଙ୍ଗଡେଲ୍ସ” ପ୍ରି ସ୍କୁଲର ଶିଶୁମାନଙ୍କର “ଗ୍ରାଜୁଏସନ୍ ଡେ” ପାଳନ କରାଯାଇଥିଲା, ଯେଉଁଠାରେ ଶିଶୁମାନେ ପ୍ରି ସ୍କୁଲରୁ କିଣ୍ଡରଗାର୍ଟେନ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ଅବସରରେ ସେମାନଙ୍କର ପ୍ରଥମ ଶିକ୍ଷାଗତ ସଫଳତାକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ଆଗକୁ ବଡ଼ ଲକ୍ଷ୍ୟ… Continue reading ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ “ବ୍ଲୁମିଙ୍ଗଡେଲ୍ସନାଇଟ୍” ପାଳନ

ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ

ଭୁବନେଶ୍ୱର ତା 01/04/26 ସ୍ଥାନୀୟ ବମିଖାଲ ଠାରେ ମା ମଙ୍ଗଳାଙ୍କ ଶେଷ ଚୈତ୍ର ମଙ୍ଗଳ ବାର ପୂଜା ପାରମ୍ପରିକ ପୂଜା, ନୀତି, ବିଦ୍ଧି ଅନୁଯାୟୀ ସମାପନ ହୋଇଥିବା ଦେଖିବାକୁ ମିଳିଛି l ମହିଳା ମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ, ମାଙ୍କ ପାଇଁ ଭୋଗ ନଡ଼ିଆ, କଦଳୀ, ପିଠା,ପଣା, ଝୁଣା, ଦ୍ବୀପ, ଧୂପ ସହିତ ଅନ୍ୟ ସାମଗ୍ରୀ ଦ୍ୱାରା ମାଙ୍କୁ ନିଷ୍ଠା, ଭକ୍ତି ସମର୍ପଣ ଭାବେ ପୂଜା ଅର୍ଚନା କରିଥିଲେ l ଘରର ସୁଖ, ସମୃଦ୍ଧି ତଥା… Continue reading ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ

ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଉତ୍କଳ ଦିବସ ଅନୁଷ୍ଠିତ

ଭୁବନେଶ୍ୱର ତା 01/04/26 ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ପବିତ୍ର 90 ତମ ଉତ୍କଳ ଦିବସ ସ୍ଥାନୀୟ ଲୋକଭବନ ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ, ଭାଷା, ସଂସ୍କୃତି ପ୍ରାଣ, ପ୍ରଥମ ଓଡ଼ିଆ ବାରିଷ୍ଟର, ସ୍ନାତକ, ସ୍ନାତକୋତ୍ତର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଓଡ଼ିଆ ଉଦ୍ୟୋଗୀ ପରିବାର ସଭାପତି, ବିଶିଷ୍ଟ ସମାଜସେବୀ, ସାରସ୍ୱତ ପ୍ରତିଭାଧାରୀ ଶିବ ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତା ଓ ସମ୍ମାନିତ ଅତିଥି ଭାବେ… Continue reading ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଉତ୍କଳ ଦିବସ ଅନୁଷ୍ଠିତ

You cannot copy content of this page