ବାଲିଅନ୍ତା– ତା.୩୦.୦୩.୨୦୨୬- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଶିଶୁପାଳ ଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି କରାଯାଇଛି । ଏଥମଧ୍ୟରୁ ୬ଟି ଅଭିଯୋଗ ଗ୍ରାମ ସମ୍ବନ୍ଧୀୟ ରହିଥିଲା ବେଳେ ଉକ୍ତ ଅଭିଯୋଗ ଗୁଡିକ ମଧ୍ୟରୁ ୬ ଗୋଟି ଅଭିଯୋଗକୁ ତତ୍କାଳ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣଙ୍କୁ ୧୦ ହଜାର ଟଙ୍କା ଏବଂ ଅନ୍ୟ ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୮ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏତଦବ୍ୟତୀତ ସମସ୍ତ ଅଭିଯୋଗ ଗୁଡିକୁ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ମାନଙ୍କୁ ସେବା ଯୋଗାଇ ଦେବା ଉପରେ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ । ଆଜିର ମିଳିତ ଜନଶୁଣାଣି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ତହସିଲଦାର ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ, ବିଡ଼ିଓ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଜିଲ୍ଲା ସାଧାରଣ ଅଭିଯୋଗ ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ୱରୀ କହଁର, ଅନ୍ୟ ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଅବିରାମ ବର୍ଷାରେ ବେହାଲ ରାଉରକେଲା ସ୍ମାର୍ଟ ସିଟି : ଜଳମଗ୍ନ ରାସ୍ତା, ରେଳପଥ ଓ ତଳିଆ ଅଞ୍ଚଳ, ଜନଜୀବନ ଅସ୍ତବ୍ୟସ୍ତ…
ରାଉରକେଲା, ୧୩ ଅଗଷ୍ଟ:ଆଜି ଭୋରୁ ରାଉରକେଲା ସହରରେ ଲାଗି ରହିଥିବା ଅବିରାମ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟ ସିଟିର ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶି ଅନେକ ଘର
ପିକକ୍ ଦ୍ବାର ଖୋର୍ଦ୍ଧାରେ ୨,୦୦୦ ଚାରାରୋପଣ।
ବାଲିଅନ୍ତା, ୧୨/୦୮ (ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା, ସମୁଦାୟର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବୋଲଗଡ଼ ଏବଂ ଭୁବନେଶ୍ବର
ସୁଶ୍ରୀ ଜ୍ୟୋତିର୍ମୟୀ ନାୟକ ଙ୍କୁ ସମ୍ବର୍ଦ୍ଧନା
ବାଲିଅନ୍ତା ୧୩/୦୮:- ପୂର୍ବତନ ଖାଦି ଓ ଗ୍ରାମଦ୍ୟୋଗ ବୋର୍ଡ ର ଅଧକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ ସିଜିନ୍ ୧୬ର ବିଜେତା, ଓଡ଼ିଆ ଝିଅ ତଥା ଓଡ଼ିଶାର ଗର୍ବ ଗୌରବ କଣ୍ଠଶିଳ୍ପୀ ସୁଶ୍ରୀ ଜ୍ୟୋତିର୍ମୟୀ
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଷା ମିଶ୍ର ସମ୍ମାନିତ
ଭୂବନେଶ୍ୱର / ନୁଆଦିଲ୍ଲୀ - ଭିଜନ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ କନଷ୍ଟିଚ୍ୟୁସନ କ୍ଲବ, ଡେପୁଟି ସ୍ପିକର ହଲ୍, ନୂଆ ଦିଲ୍ଲୀଠାରେ ଆୟୋଜିତ ମହିଳା ସଶକ୍ତିକରଣ ପାଇଁ ସମର୍ପିତ "ଓମେନ ଏମ୍ପାୱରମେଣ୍ଟ ଆୱାର୍ଡ ୨୦୨୬" ସମାରୋହର ଆୟୋଜନ କରାଯାଇଥିଲା ଏବଂ ସର୍ବଭାରତୀୟ ସ୍ତରରେ
ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ମେଧାବୃତ୍ତି ସମ୍ମାନ
ବାଲିଅନ୍ତା,୧୨|୮(ଗୋବର୍ଦ୍ଧନ ଦାସ):ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଲୋକପ୍ରିୟ ଜନନେତା, ବର୍ଷିଆନ ରାଜନେତା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ୮୩ ତମ ଜନ୍ମଜୟନ୍ତୀ ଅବସରରେ ମେଧାବୃତ୍ତି ସମ୍ମାନ କାର୍ଯ୍ୟକ୍ରମ ସାମନ୍ତରାପୁର ସ୍ଥିତ ଭୂଆସୁଣୀ ମନ୍ଦିର ପ୍ରାଙ୍ଗଣରେ ପାଳିତ
ପିକକ୍ ଦ୍ବାର ଖୋର୍ଦ୍ଧାରେ ୨,୦୦୦ ଚାରାରୋପଣ।
ବାଲିଅନ୍ତା, ୧୨/୦୮ (ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା, ସମୁଦାୟର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବୋଲଗଡ଼ ଏବଂ ଭୁବନେଶ୍ବର
ଗାନ୍ଧିଜୀ ଅନୁଷ୍ଠାନ ପକ୍ଷରୁ ବନ୍ୟା ପୀଡିତଙ୍କୁ ରିଲିଫ ବଣ୍ଟନ
ପୁରୀ ତା 11/08/26 ପୁରୀ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ର ନିର୍ଦ୍ଧେଶିକା ପ୍ରିୟାଂଶୀ ଦାଶଙ୍କ ପ୍ରଚେଷ୍ଟା ରେ ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ପୁରୀଜିଲ୍ଲା
ଓଡ଼ିଆ ପାଲା ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର ତା 10/08/26 ଓଡ଼ିଆ ପାଲା ସଂସ୍କୃତିର ପ୍ରବାଦ ପୁରୁଷ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ଠାରେ ପୁଜ୍ୟ ପୂଜା
ଶ୍ୱେତଗଙ୍ଗାରେ ବୁଡି ଯୁବକଙ୍କ ମୃତ୍ୟୁ
ପୁରୀ ତା 10/08/26 ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋତଳ ଗ୍ରାମ(ଟୋଲକ ପଡା )ପିତା ସୁଶାନ୍ତ କୁମାର ପ୍ରଧାନଙ୍କ 18 ବର୍ଷର ପୁତ୍ର ସମ୍ବିତ ପ୍ରଧାନଙ୍କ ମୃତ୍ୟୁ ହୋଇଛି
ଓଡ଼ିଆ ପାଲା ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର ତା 10/08/26 ଓଡ଼ିଆ ପାଲା ସଂସ୍କୃତିର ପ୍ରବାଦ ପୁରୁଷ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ଠାରେ ପୁଜ୍ୟ ପୂଜା
ମୂଷଳ ବର୍ଷାରେ ଭୁଶୁଡ଼ିଲା ରାଉରକେଲା ରେଳ ଷ୍ଟେସନର ଷ୍ଟ୍ରକଚରାଲ ସେଡ୍…କାର୍ ସମେତ ବାଇକ୍ କ୍ଷତିଗ୍ରସ୍ତ, ଏକାଧିକ ସାମାନ୍ୟ ଆହତ।ନିର୍ମାଣର ମାନକୁ ନେଇ ଉଠିଲା ପ୍ରଶ୍ନ
ରାଉରକେଲା, ୧୦/୦୮: ଏକ ଘଣ୍ଟାର ମୂଷଳଧାରା ବର୍ଷାରେ ରାଉରକେଲା ରେଳ ଷ୍ଟେସନ୍ ସମ୍ମୁଖରେ ନିର୍ମିତ ଏକ ଷ୍ଟ୍ରକଚରାଲ ସେଡ୍ ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣା ଆଜି ସକାଳେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେଡ୍ ତଳେ ପାର୍କିଂ ହୋଇଥିବା ଏକ କାର୍ ସମେତ
ଶ୍ୱେତଗଙ୍ଗାରେ ବୁଡି ଯୁବକଙ୍କ ମୃତ୍ୟୁ
ପୁରୀ ତା 10/08/26 ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋତଳ ଗ୍ରାମର 18 ବର୍ଷର ସମ୍ବିତ ପ୍ରଧାନଙ୍କ ମୃତ୍ୟୁ ହୋଇଛି l ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି
ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନିଶା ହଟାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମରେ ସାମିଲ ହେଲେ ଧଉଳି ସ୍ଵୟଂ ସହାୟତା ଗୋଷ୍ଠୀ।
ବାଲିଅନ୍ତା ୦୯/୦୮ :- ଦିନକୁ ଦିନ ମଦ ନିଶା ଓ ଅନ୍ୟାନ୍ୟ ନିଶାର ପ୍ରାଦୁର୍ଭାବ ବୃଦ୍ଧି ଘଟିବାରେ ଲାଗିଛି।ଯାହା ସହର ଠାରୁ ଗ୍ରାମ୍ୟ ଜୀବନକୁ କଳୁଷିତ କରିଚାଲିଛି। କେତୋଟି ମୁଷ୍ଟିମେୟ ବ୍ୟକ୍ତି ଲୁଚାଛପାରେ ବାହାରୁ ଦେଶୀ ମଦ ଆଣି ଗାଁ ଗହଳରେ
ବାଲିଆନ୍ତା ବ୍ଲକର ଗୋହାଳ ଗ୍ରାମରେ ବରିଷ୍ଠ ନାଗରିକଙ୍କୁ ଛତା ବିତରଣ।
ବାଲିଅନ୍ତା୦୯/୮ ( ଗୋବର୍ଦ୍ଧନ ଦାସ) :ସମାଜର ବରିଷ୍ଠ ନାଗରିକଙ୍କ ସେବା ଓ ସମ୍ମାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର (ପିକକ୍)ର ଆୟୋଜନରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲିଆନ୍ତା ବ୍ଲକ ଅନ୍ତର୍ଗତ ଗୋହଳ ଗ୍ରାମରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ
କ୍ରାନ୍ତିଦିବସରେ ରକ୍ତଦାନ ସହ ଯୁବପୀଢ଼ିଙ୍କୁ ବାର୍ତ୍ତା
ଭୁବନେଶ୍ୱର ତା 09/08/26 ଅଗଷ୍ଟ କ୍ରାନ୍ତିଦିବସ ଅବସରରେ "ସମାଜ ଓ ଉଇ ଫର ଭୁବନେଶ୍ୱର "ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 98 ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ କଳ୍ପନା ସ୍ଥିତ 45 ନମ୍ବର ୱାର୍ଡ କାର୍ଯ୍ୟାଳୟରେ ଏକ ବିଶାଳ ରକ୍ତଦାନ
ବାଳକାଟି ଉମା ମାର୍ଶାଲ ଆର୍ଟର ୬ ଜଣ ପିଲା ପାଇଲେ ୧୮ ମେଡାଲ
ବାଲିଅନ୍ତା, ୮ / ୮ ହାଇଦ୍ରାବାଦ ଲକ୍ଷ୍ମୀ ଗାର୍ଡେନ ଅଡିଟୋରିୟରେ ଅନୁଷ୍ଠିତ ଦ୍ଵିତୀୟ ଆନ୍ତର୍ଜାତୀୟ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ବାଳକାଟି ଉମା ମାର୍ଶାଲ ଆର୍ଟର ୬ ଜଣ ପ୍ରତିଯୋଗୀ ୧୮ଗୋଟି ମେଡାଲ ଜିତି ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି lକୋଚ୍ ଉମାକାନ୍ତ
ବାଲୁଗାଁ ପୋଲିସର ତତ୍ପରତା,ହଜି ଯାଇଥିବା ମୋବାଇଲ ମାଲିକଙ୍କୁ ଫେରାଇଲା।
ଚିଲିକା, ୯।୮:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ହଜିଯାଇଥିବା ଗୋଟିଏ ମୋବାଇଲ୍ ଫୋନ୍ ଉଦ୍ଧାର କରି ତାର ଅସଲି ମାଲିକଙ୍କୁ ଫେରାଇଦେଇଛି । ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।ସୂଚନା ମୁତାବକ, ବାଲୁଗାଁ ଥାନା ଅଧୀନ
ସାରସ୍ୱତ ସାଧିକା ତଥା ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ
ଭୁବନେଶ୍ୱର ତା ୦୮/୦୮/୨୬ : ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ସେ ଜଣେ ଅତ୍ୟନ୍ତ
ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଚଳୀ ସଭା |
ଚିଲିକା, ୮। ୮:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଠାରେ ବାଣପୁର ଭଗବତୀ ମଣ୍ଡଳ ପାଲାଗାୟକ ପରିଷଦ ଓ ଜାଗୃତିକା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ଗାୟକ ଶେଖର ପଦ୍ମଶ୍ରୀ ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ
ଡଃ ଜ୍ଞାନେନ୍ଦ୍ର ଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ
ଭୁବନେଶ୍ୱର-୦୭/୦୮/୨୦୨୬: ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତ ଆଜି ଅପରାହ୍ନ ୩ ଘ. ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ୮୭ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଗମନ କରିଛନ୍ତି ।
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
Entertainment
ପିକକ୍ ଦ୍ବାର ଖୋର୍ଦ୍ଧାରେ ୨,୦୦୦ ଚାରାରୋପଣ।
ସୁଶ୍ରୀ ଜ୍ୟୋତିର୍ମୟୀ ନାୟକ ଙ୍କୁ ସମ୍ବର୍ଦ୍ଧନା