ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସେବା ନିବୃତ୍ତି ସମ୍ବର୍ଦ୍ଧନା ଉତ୍ସବ

ଚିଲିକା, ୨।୪: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନିମିକ୍ଷେତା ଗ୍ରାମ ପଞ୍ଚାୟତ ନିମାଇଁମଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସେବା ନିବୃତ୍ତି ସମ୍ବର୍ଦ୍ଧନା ଉତ୍ସବ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଚିଲିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱାରିକା ନାଥ ବେହେରା,ପୂର୍ବତନ ଚିଲିକା ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି, ପୂର୍ବତନ ସରପଞ୍ଚ, ସାମ୍ବାଦିକ, ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ପୂର୍ବତନ ଶିକ୍ଷକ, ଅଭିଭାବକ,… Continue reading ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସେବା ନିବୃତ୍ତି ସମ୍ବର୍ଦ୍ଧନା ଉତ୍ସବ

ଚଇତି ପର୍ବ ପାଳିତ

ବାଲିଅନ୍ତା,ଗୋବର୍ଦ୍ଧନ ଦାସଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ୍: ବାଲିଅନ୍ତା ବ୍ଲକ ପ୍ରତାପଶାସନ ଗ୍ରାମ ପଞ୍ଚାୟତ ହାନୁମନ୍ତ ପାଟଣ ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଅବସରରେ କୈବର୍ଭ ସମ୍ପ୍ରଦାୟର ଚୈତ୍ର ପର୍ବ ବହୁ ଆଡମ୍ବର ସହିତ ପାଳିତ ହୋଇଛି । ଏହି ପର୍ବରେ ସେମାନଙ୍କର ଇଷ୍ଟ ଦେବୀ ମା’ ବାଶେଳୀଙ୍କୁ ନିର୍ଦ୍ଧିଷ୍ଟ ନୀତି କାନ୍ତି ଦ୍ଵାରା ପୂଜାର୍ଚ୍ଚନା କରିବା ସହିତ ମା’ଙ୍କ ପାଖରେ ଯାହା ମାନସିକ କରିଥାନ୍ତି ତାହା ଶୀଘ୍ର ପୂରଣ ହୁଏ ବୋଲି ସେମାନଙ୍କର ବିଶ୍ବାସ ରହିଛି । ଏହି… Continue reading ଚଇତି ପର୍ବ ପାଳିତ

ସାହିତ୍ୟ ସିନ୍ଦୁରାର ଖଡି ଛୁଆଁ ଉତ୍ସବ

ପାଳନ ଅବସରରେ “ଖଡ଼ି ଛୁଆଁ” ଉତ୍ସବ ପାଳନ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷବିତ୍ତ ଲଷ୍ମୀ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖ୍ୟ ଅତିଥି ଓ ଶିକ୍ଷକ ନେତା ଶିଶିର କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଦ୍ୟାରମ୍ଭ ଭାବେ ଖଡ଼ି ଛୁଆଁ ଦିବସର ପ୍ରାଚୀନ ପରମ୍ପରା ଓ ଆଧୁନିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ପ୍ରଧାନ, ସ୍ମୃତି… Continue reading ସାହିତ୍ୟ ସିନ୍ଦୁରାର ଖଡି ଛୁଆଁ ଉତ୍ସବ

ଆନନ୍ଦ ଉଲ୍ଲାସର ସହିତ ମହାସମାରୋହରେ ପାଳିତ ହେଲା ଉତ୍କଳ ଦିବସ,”ବନ୍ଦେଉତ୍କଳ ଜନନୀ ” ମାତୃବନ୍ଦନାର ସମବେତ ସ୍ୱରରେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେବାଣପୁରବାସୀ

ଚିଲିକା, ୨।୪:ସ୍ୱତନ୍ତ୍ରଉତ୍କଳ ପ୍ରଦେଶ ଗଠନର ଦୀର୍ଘ ୯୦ ବର୍ଷ ପରେ ମଧ୍ୟ ଭାଷାଭିତ୍ତିକ ରାଜ୍ୟ ଗଠନରେ ବରପୁତ୍ରମାନଙ୍କ ତ୍ୟାଗବଳିଦାନକୁ ମନେପକାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଣପୁରବାସୀ । ମାତୃଭୂମୀ ଓ ମାତୃଭାଷାର ସୁରକ୍ଷା ଥିଲା ସେମାନଙ୍କ ଜୀବନ ଐକାନ୍ତିକ ଲକ୍ଷ୍ୟ । ଯାହାଙ୍କ ଜୀବନଭରି ସଂଗ୍ରାମ ଆମକୁ ଆଜି ଜଣେ ଓଡ଼ିଆ ଭାବରେ ପରିଚିତ କରାଇଛି । ଆମ ଭାଷା ଆଜି ଶାସ୍ତ୍ରୀୟ ଭାଷାର ମାନତ୍ୟ ଲାଭ କରିପାରିଛି କେବଳ ସେହିମାନଙ୍କ କଠିନ ଶ୍ରମସାଧନ ତ୍ୟାଗ… Continue reading ଆନନ୍ଦ ଉଲ୍ଲାସର ସହିତ ମହାସମାରୋହରେ ପାଳିତ ହେଲା ଉତ୍କଳ ଦିବସ,”ବନ୍ଦେଉତ୍କଳ ଜନନୀ ” ମାତୃବନ୍ଦନାର ସମବେତ ସ୍ୱରରେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେବାଣପୁରବାସୀ

You cannot copy content of this page