ଚିଲିକା– ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଅଞ୍ଚଳ ବାସୀମାନେ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ୪୦ ଜଣରୁ ଉର୍ଦ୍ଧ ନାଗରିକ ଦସ୍ତଖତ ସମ୍ବଳିତ ଦାବୀ ପତ୍ରରେ ନାଚୁଣୀ ପୋଷ୍ଟ ମାଷ୍ଟର ହୁସନାରା ବେଗମଙ୍କ ବିରୁଦ୍ଧରେ ଠିକ୍ ସମୟରେ କାର୍ଯ୍ୟାଳୟକୁ ନ ଆସିବା।ମନଇଚ୍ଛା ଅଫିସ୍କୁ ଆସିବା ଓ ଯିବା ।ବରିଷ୍ଠ ନାଗରିକ ମାନଙ୍କୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ… Continue reading ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ ।
ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ ।