Hindustan Arts and Music society ତରଫରୁ ଆୟୋଜିତ 579th bharat sanskriti yatra 2026 ରେ ଭୁବନେଶ୍ୱର ର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ପ୍ରତିମା ମିଶ୍ର , ନିର୍ଦ୍ଦେଶିକା ପ୍ରିୟଙ୍କା ମିଶ୍ର ଏବଂ ତାଙ୍କ ଛାତ୍ରୀ ଅର୍ଚ୍ଚିତା ପ୍ରଧାନ

ଭିଏତନାମର ହାନୋଇ ସ୍ଥିତ ବଲ ରୁମ୍ 1 Auditorium ,CWD hotel re ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କ କରତାଳି ସାଉଁଟିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶିକା ପ୍ରିୟଙ୍କା ତାଙ୍କ ଗୁରୁଙ୍କୁ ସବୁ ଶ୍ରେୟ ଦେଇଛନ୍ତି ଏବଂ HAMS କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଛନ୍ତି।