ଉନ୍ମୋଚିତ ହେଲା ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ।

ଭୁବନେଶ୍ୱର ତା 02/05/26ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ଉନ୍ମୋଚିତ ହୋଇଯାଇଛି, ଏହି ଗୀତରେ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଓ ଜୟଶ୍ରୀ ଧଳ, ଚନ୍ଦ୍ରଭାନୁ କର ଗୀତ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ନାୟକ । ଏହି ଅବସରରେ ବାଙ୍କୀ ଅଞ୍ଚଳର ଜଣେ ଅସହାୟ କର୍କଟ ପିଡ଼ିତା ରଞ୍ଜୁଲତା ସାହୁଙ୍କୁ ସମାଜମଙ୍ଗଳ ହୁଣ୍ଡି… Continue reading ଉନ୍ମୋଚିତ ହେଲା ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ।

ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ପରୀକ୍ଷା ଫଳାଫଳମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ବାଲିଅନ୍ତା ୦୨/୦୫(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳାଫଳ ଉତ୍ସାହଜନକ ରହିଛି। ବ୍ଲକର ମୋଟ ୨୦ଟି ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ଲକରୁ ମୋଟ ୧୩୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୨୫ ଜଣ ସଫଳତା ହାସଲ କରିଛନ୍ତି। ​ଶତପ୍ରତିଶତ ସଫଳତା ପାଇଥିବା ବିଦ୍ୟାଳୟ ହେଲେ ​ସତ୍ୟଭାମାପୁର ସରକାରୀ ହାଇସ୍କୁଲ ​ଗଦିବ୍ରହ୍ମା ବାଳିକା ଉଚ୍ଚ… Continue reading ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ପରୀକ୍ଷା ଫଳାଫଳମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଛାତ୍ରୀ ରୂପା ସେଣ ବାଣପୁର ବ୍ଲକ ଟପର ।

ଚିଲିକା,୨।୫:ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବାଣପୁର ବ୍ଳକ ଏବଂ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଶତକଡା ୯୬. ୩୩ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଣପୁରରେ ଶତକଡା ୯୭.୫୭ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିଲେ । ଚଳିତ ବର୍ଷ ତିନୋଟି ଘରୋଇ ବିଦ୍ୟାଳୟ ସମେତ ୨୩ଟି ଉଚ୍ଚ ବିଦ୍ୟାଳୟ ର ସମୁଦାୟ ୧୯୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।… Continue reading ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଛାତ୍ରୀ ରୂପା ସେଣ ବାଣପୁର ବ୍ଲକ ଟପର ।

You cannot copy content of this page