ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ

ବାଲିଅନ୍ତା୨୪/୦୬( ଗୋବର୍ଦ୍ଧନ ଦାସ):ରାଜ୍ୟ ସରକାରଙ୍କର ସଫଳତାର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲିଅନ୍ତା ବ୍ଲକ ପରିସରରେ ୫ ଦିନ ଧରି ଚାଲିଥିବା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଲାଭ ବଣ୍ଟନର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ ସଭାପତିତ୍ବ କରିଥିବା ବେଳେ ସାଂସଦ ପ୍ରତିନିଧି ବିଜୟ ମହାରଣା, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ… Continue reading ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ

ଧର୍ମଗଡ଼ ଉପଖଣ୍ଡ ଚିକତ୍ସାଳୟ ର ରକ୍ତ ଭଣ୍ଡାର  ପୁନଃ କାର୍ଯ୍ୟକ୍ଷମ ପାଇଁ ଡିଫାଇନ କଳାହାଣ୍ଡି ତରଫରୁ ଦାବି ପତ୍ର ପ୍ରଦାନ

ଧର୍ମଗଡ଼ ୨୨/୬/କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚିକିତ୍ସାଳୟ ରେ ଥିବା ରକ୍ତ ଭଣ୍ଡାର ଗତ କିଛି ଦିନ ପୂର୍ବରୁ ବନ୍ଦ ହୋଇଥିବା ଯୋଗୁଁ ରୋଗୀ ମାନେ ଆବଶ୍ୟକ ସମୟରେ ରକ୍ତ ନ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଛତାଗୋଏରା ଗ୍ରାମର ଟିକଚନ ଦୁର୍ଗା ର ତିନି ବର୍ଷର ଶିଶୁ ରକ୍ତ ଅଭାବରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ  ଓ ଡାକ୍ତରଖାନା  ଫାଟକ ମୁଖ୍ୟ ରାସ୍ତାରେ ଶବ ରଖି ଆନ୍ଦୋଳନ କରିଥିଲେ l … Continue reading ଧର୍ମଗଡ଼ ଉପଖଣ୍ଡ ଚିକତ୍ସାଳୟ ର ରକ୍ତ ଭଣ୍ଡାର  ପୁନଃ କାର୍ଯ୍ୟକ୍ଷମ ପାଇଁ ଡିଫାଇନ କଳାହାଣ୍ଡି ତରଫରୁ ଦାବି ପତ୍ର ପ୍ରଦାନ

You cannot copy content of this page