ସୁଦର୍ଶନ ଦାରୁପୀଠରେ ଉମା ମାର୍ଶାଲ ଆର୍ଟ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧନା

ବାଲିଅନ୍ତା, ୨୮/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ଆୟୁଷ କ୍ୟାରେଟ ଏକାଡେମୀ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜାତୀୟସ୍ତରୀୟ ଇ କରାଟେ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଚ ପଦକ ପ୍ରଦାନ କରାଯାଇଛି । ଏକ ଭବ୍ୟ ସମାରୋହରେ ଅତିଥି ରୂପେ ଯୋଗଦେଇ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ପ୍ରକୁତିବନ୍ଧୁ ଦିନବନ୍ଧୁ ଭୋଇ, ପ୍ରିୟବ୍ରତ ପାତ୍ର, ବ୍ରଜକିଶୋର ଠକ୍କର,… Continue reading ସୁଦର୍ଶନ ଦାରୁପୀଠରେ ଉମା ମାର୍ଶାଲ ଆର୍ଟ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧନା

ସୁଶିଳାପ୍ରଭା ସ୍ମୃତି ସମ୍ମାନ ୨୦୨୫-୨୬ ପ୍ରଦାନ ଉତ୍ସବ |

ବାଲିଅନ୍ତା ୨୮/୦୬(ଗୋବର୍ଦ୍ଧନ ଦାସ):– ୨୦୨୫ଏବଂ ୨୦୨୬ ମସିହା ନିମନ୍ତେ ଶିଶୁସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ବଂକିମ ଚନ୍ଦ୍ର ନାୟକ ଏବଂ ଶ୍ରୀମତୀ ତନୟା ଦାସଗୋସ୍ୱାମୀ ଙ୍କୁ ସୁଶୀଳାପ୍ରଭା ସ୍ମୃତିସମ୍ମାନ ପ୍ରଦାନ କରାଯାଇଛି। ବାଳକାଟୀ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଶିଶୁସାହିତ୍ୟିକ ବିଧୁଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ପ୍ରଫେସର ଡ. ନରେନ୍ଦ୍ର ପ୍ରସାଦ ଦାସ, ଡ. ରେଖା ଦାସ, ବୋଉ ଫାଉଂଡେସନର ପ୍ରତିଷ୍ଠାତା ଶ୍ରୀ ଅତିସ ମହାନ୍ତି, ସ୍ମୃତି କମିଟିର ଅଧ୍ୟକ୍ଷ… Continue reading ସୁଶିଳାପ୍ରଭା ସ୍ମୃତି ସମ୍ମାନ ୨୦୨୫-୨୬ ପ୍ରଦାନ ଉତ୍ସବ |

ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ – କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି।

ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀମନ୍ଦିରରେ ଅବଢ଼ା ବୋଝିଆ ଭାବେ ସେବା କରୁଥିବା ଏକ ସାଧାରଣ ଯୁବକଙ୍କ ଅସାଧାରଣ ସଂଘର୍ଷ, ଭକ୍ତି, ତ୍ୟାଗ ଓ ଆତ୍ମବିଶ୍ୱାସର କାହାଣୀ ହେଉଛି ‘ଗଣ୍ଡ ଭୈରବ’। ବିଶିଷ୍ଟ କାହାଣୀକାର ଶଙ୍କର ତ୍ରିପାଠୀଙ୍କ ହୃଦୟସ୍ପର୍ଶୀ କାହାଣୀ ଏବଂ ପ୍ରଖ୍ୟାତ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ, ଅଭିନେତା ଦେବାଶିଷ ପାତ୍ର ତାଙ୍କ ଅଭିନୟ ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ତାଙ୍କ ସହ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ… Continue reading ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ – କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି।

You cannot copy content of this page