ବାଲିଅନ୍ତା ୦୫/୦୭ ଦିନେ ଦୁଇ ଦିନ ନୁହେଁ, ପାଞ୍ଚ ବର୍ଷ ଏକ ମାସ ଶାନ୍ତି ପୂର୍ଣ୍ଣ ଧାରଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚ ବର୍ଷ ଏକ ମାସ ଧରି ଲିଙ୍ଗରାଜ ପାସେଞ୍ଜର ହଲ୍ଟରେ ଧାରଣା ଦିଆଯାଉଛି। ଧାରଣାର ମୁଖ୍ୟ ପ୍ରସଙ୍ଗ… ମହାପ୍ରଭୁ ଲିଙ୍ଗରାଜଙ୍କ ନାମରେ ଟ୍ରେନ ନାମକରଣ କରାଯାଉ। ଯେପରି ଧଉଳି ଓ ତିରୁପତି।ଏହି ହଲ୍ଟଟିକୁ ଷ୍ଟେସନର ମାନ୍ୟତା ମିଳୁ। ଯେପରି ଦିଲ୍ଲୀ ମୁମ୍ବାଇ ଇତ୍ୟାଦି… Continue reading ପାଞ୍ଚ ବର୍ଷ ଏକ ମାସର ଶାନ୍ତି ପୂର୍ଣ୍ଣ ଧାରଣାରେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ
ପାଞ୍ଚ ବର୍ଷ ଏକ ମାସର ଶାନ୍ତି ପୂର୍ଣ୍ଣ ଧାରଣାରେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ