ଡମଶାଳ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମ ପଂଚାୟତ ଡମଶାଳ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏବଂ ଅଭିଭାବକମାନଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ବୈଠକ ଅନୁ୍ଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ବୈଠକରେ ଉପସ୍ଥିତ ରହିଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣଙ୍କୁ କମିଟିର… Continue reading ଡମଶାଳ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ସୁଦର୍ଶନ ଦାରୁପୀଠରେ ପ୍ରଥମ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସୁଦର୍ଶନ ଦାରୁପୀଠ ନିକଟସ୍ଥ ପଡିଆରେ ପ୍ରଥମ ଥର ପାଇଁ ଏକ ଦିବସୀୟ 6 ଓଭର ବିଶିଷ୍ଟ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିକ୍ରମ ମହାନ୍ତି, ସମାଜସେବୀ ଚକ୍ରଧର ନାୟକ, ରଞ୍ଜନ କୁମାର ମହାପାତ୍ର, ପ୍ରିୟବ୍ରତ ପାତ୍ର, ମକରଧ୍ୱଜ ସାହୁ, ସହଦେବ ସ୍ୱାଇଁ, ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ ଓ ଲକ୍ଷ୍ମଣ ଜେନା ପ୍ରମୁଖ ଯୋଗଦେଇ ଖେଳାଳି… Continue reading ସୁଦର୍ଶନ ଦାରୁପୀଠରେ ପ୍ରଥମ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ

ସୁଦର୍ଶନ ଦାରୁପୀଠରେ ରଥାଯାତ୍ରା ଓ ମନ୍ଦିରର ବିକାଶ ପାଇଁ ସାମ୍ବାଦିକ ସମ୍ମିଳନୀ ।

ବାଲିଅନ୍ତା ୧୧/୦୭ :- ବାଲିଅନ୍ତା ବ୍ଲକ ଗଡ କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦାରୁ ପୀଠରେ ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସଫଳତାର ସହ ପାଳନ ଏବଂ ସୁଦର୍ଶନ ଦାରୁପୀଠର ବିକାଶ ନେଇ ଆଲୋଚନା କରିବା ପାଇଁ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ଆସନ୍ତା ୧୬ ତାରିଖରୁ ସୁଦର୍ଶନ ଦାରୁପୀଠ, ଗଡକଣ୍ଟୁଣିଆଠାରେ ଆରମ୍ଭ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଉତ୍ସବର ପ୍ରସ୍ତୁତି, ନିରାପତ୍ତା… Continue reading ସୁଦର୍ଶନ ଦାରୁପୀଠରେ ରଥାଯାତ୍ରା ଓ ମନ୍ଦିରର ବିକାଶ ପାଇଁ ସାମ୍ବାଦିକ ସମ୍ମିଳନୀ ।

ବିଶିଷ୍ଟ ଶିକ୍ଷାବିତ ତଥା କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା

ଚିଲିକା, eel ୭: କବି କେବେ ମରେ ନାହିଁ, ଚିରକାଳ ଜିଇଁ ରହିଥାଏ ।ତାର ସାହିତ୍ୟରେ , ତାର ସୃଷ୍ଟି କାବ୍ୟ କବିତାରେ ।ଓଡ଼ିଆ ଭାଷାସାହିତ୍ୟରେ ନିଜର ପ୍ରଚ଼ଣ୍ଡ ବାଗ୍ମିତା, ପ୍ରଗଳ୍ଭ… ବକ୍ତୃତା , ବାଣପୁରଐତିହ୍ୟର ବିଚକ୍ଷଣ ଗବେଷଣା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ବିଶିଷ୍ଟ ଶିକ୍ଷାବିତ, ବାଣପୁରସ୍ଥ ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା କବି ସ୍ଵର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ବିଶିଷ୍ଠ ବ୍ୟକ୍ତିମାନେ… Continue reading ବିଶିଷ୍ଟ ଶିକ୍ଷାବିତ ତଥା କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା

You cannot copy content of this page