ବାଲୁଗାଁ ପୋଲିସର ତତ୍‌ପରତା,ହଜି ଯାଇଥିବା ମୋବାଇଲ ମାଲିକଙ୍କୁ ଫେରାଇଲା।

ଚିଲିକା, ୯।୮:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ହଜିଯାଇଥିବା ଗୋଟିଏ ମୋବାଇଲ୍ ଫୋନ୍ ଉଦ୍ଧାର କରି ତାର ଅସଲି ମାଲିକଙ୍କୁ ଫେରାଇଦେଇଛି । ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।ସୂଚନା ମୁତାବକ, ବାଲୁଗାଁ ଥାନା ଅଧୀନ ଗୋବର୍ଦ୍ଧନପୁର ଗାଁର ଲଲାତେନ୍ଦୁ ସାହୁ(୩୧) ପିତା-ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କର Oppo-F19 Pro Plus ମୋବାଇଲ୍ ୧୦-୦୧-୨୦୨୫ ତାରିଖରେ ହଜିଯାଇଥିଲା ।ହଜିଯାଇଥିବା ମୋବାଇଲର IMEI ନଂ 861932057848071 ଏବଂ 861932057848063 ବାଲୁଗାଁ ପୋଲିସ ଟେକ୍ନିକାଲ୍ ଟ୍ରାକିଂ… Continue reading ବାଲୁଗାଁ ପୋଲିସର ତତ୍‌ପରତା,ହଜି ଯାଇଥିବା ମୋବାଇଲ ମାଲିକଙ୍କୁ ଫେରାଇଲା।

ସାରସ୍ୱତ ସାଧିକା ତଥା ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

ଭୁବନେଶ୍ୱର ତା ୦୮/୦୮/୨୬ : ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ସେ ଜଣେ ଅତ୍ୟନ୍ତ ଧର୍ମପରାୟଣା, ପୁଜ୍ୟପୂଜା ପ୍ରାଣ, ସରଳ, ବନ୍ଧୁ ବତ୍ସଳା ସହିତ ସ୍ୱର୍ଗୀୟା ରାଉତ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନର ଆଜୀବନ ଟ୍ରଷ୍ଟି ଥିଲେ । ଶ୍ରୀମତୀ ରାଉତଙ୍କ ସ୍ୱାମୀ ଭୁବନେଶ୍ୱରରେ ଜଣେ ପ୍ରତିଷ୍ଠିତ ପ୍ରଧାନ ଶିକ୍ଷକ… Continue reading ସାରସ୍ୱତ ସାଧିକା ତଥା ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

You cannot copy content of this page