ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ଶ୍ରଦ୍ଧାଞଳୀ ସଭା

ଖୋର୍ଦ୍ଧା,୨୪।୧୦: ଗାୟକରତ୍ନ ସ୍ବର୍ଗତ ଲୋକନାଥ କରଙ୍କର ଶେଷତମ ପାଳିଆ ଶତାୟୁ ପୁରୁଷ ସ୍ବର୍ଗତ ଚକ୍ରଧର ମୁଦୁଲିଙ୍କ ର ବିୟୋଗ ଜନିତ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କର କହ୍ନେଇପୁର ସ୍ଥିତ ବାସ ଭବନ ସମ୍ମୁଖରେ ନାଚୁଣୀର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗୃତିକା ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ଜାଗୃତିକାର ବରିଷ୍ଠ ଉପଦେଷ୍ଠା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଇ୍ଚଳୀ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜାଗୃତିକାର ସଭାପତି… Continue reading ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ଶ୍ରଦ୍ଧାଞଳୀ ସଭା

ଜାତିସଙ୍ଘ ନୀତି ଅଧିକାରୀ ବୈଶାଳୀଙ୍କଦମ ଦାର ନୃତ୍ୟ ପ୍ରଦର୍ଶନ

ଖୋର୍ଦ୍ଧା,୨୩ ।୧୦: ବିଦେଶରେ ବଡ ପଦବୀରେ ରହି ମଧ୍ୟ ନିଜ ଜନ୍ମମାଟିକୁ ଭୁଲି ପାରିନାହାନ୍ତି ମିଳିତ ଜାତିସଙ୍ଘରେ ନୀତି ଅଧିକାରିଣୀ ଭାବେ ୱାସିଂଟନରେ ଅବସ୍ଥାପିତା ଓଡ଼ିଆ ଝିଅ ବୈଶାଳୀ ମହାନ୍ତି।ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ ଗଙ୍ଗାଧରଙ୍କ ଶିଷ୍ୟା ନୃତ୍ୟ ପଟ୍ଟୀୟସୀ ବୈଶାଳୀ ନିଜ ପ୍ରତିଭା ଓ ଅଧ୍ୟବସାୟ ବଳରେ ଅନ୍ତର୍ଜାତୀୟ ପଦାଧିକାରୀ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଛାଡି ପାରିନାହାନ୍ତି ତାଙ୍କର କଳାତ୍ମକ ରୁଚିକୁ। ନିକଟରେ ନିଜ ଜନ୍ମମାଟି ବାଣପୁର ସ୍ଥିତ ଆୟତପୁର ଗ୍ରାମକୁ ମା ଅନ୍ତର୍ଜାତୀୟ ମହିଳା… Continue reading ଜାତିସଙ୍ଘ ନୀତି ଅଧିକାରୀ ବୈଶାଳୀଙ୍କଦମ ଦାର ନୃତ୍ୟ ପ୍ରଦର୍ଶନ

You cannot copy content of this page