କେଉଁଝର /ହାଟଡ଼ିହି ତା 28/10/26 କେଉଁଝର ଜିଲ୍ଲା ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତର ଯଶୋବନ୍ତପୁର ଗ୍ରାମ ବାସିନ୍ଦା ଶିବ ସୁନ୍ଦର ଜେନା ଘାତକ କର୍କଟ ରୋଗରେ ପୀଡିତ l ଘରେ ସ୍ତ୍ରୀ ଓ଼ ଦୁଇଝିଅଙ୍କ ସହିତ ହସ ଖୁସିର ଜୀବନ ଚାଲିଥିବା ବେଳେ ହଠାତ ଶିବ ସୁନ୍ଦରଙ୍କ ସଂସାରରେ ମାଡି ଆସିଛି ଘନ ଅନ୍ଧକାର l ଶିବ ସୁନ୍ଦର ବାପା ମାଙ୍କୁ ହରାଇ ସାରିଛନ୍ତି l ଘରର ଏକୁଟିଆ ରୋଜଗାରିଆ ମଣିଷଟା ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି… Continue reading କର୍କଟ ପୀଡିତ ଶିବସୁନ୍ଦରଙ୍କୁ ସହାୟତା ପାଇଁ ନିବେଦନ
କର୍କଟ ପୀଡିତ ଶିବସୁନ୍ଦରଙ୍କୁ ସହାୟତା ପାଇଁ ନିବେଦନ