କଳାହାଣ୍ଡି, ୭/୧(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ମଙ୍ଗଳବାର ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ବାମ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ କରାଯାଇଛି। ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା ଏବଂ ଧର୍ମଗଡ ବ୍ଲକର ସର୍ବମୋଟ ୫୩,୩୭୪ ହେକ୍ଟର ଚାଷଜମିକୁ ଜଳ ସେଚନ ଯୋଗାଇ ଦିଆଯିବା ନେଇ ପଦକ୍ଷେପ ନିଆଯାଇଛି। ବାମ ମୁଖ୍ୟ କେନାଲରୁ ୫କ୍ୟୁମେକ୍ସ ଏବଂ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ୩କ୍ୟୁମେକ୍ସ ପାଣି ନିଷ୍କାସନ କରାଯାଇଛି। ପର୍ଯ୍ୟାୟ କ୍ରମେ ଏହା… Continue reading ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ
ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ରବି ଚାଷ ପାଇଁ ଜଳ ସେଚନ ଆରମ୍ଭ