ଭିନ୍ନ ଏକ ମୀରା ଲୋକାର୍ପିତ

Book fair in Bhubaneswar

ଭୁବନେଶ୍ୱର: ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଷଷ୍ଠ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ 2024 ଅବସରରେ କାବ୍ୟଲୋକ ପ୍ରକାଶନ ପକ୍ଷରୁ ଆୟୋଜିତ ହୋଇଥିବା ପୁସ୍ତକ ଲୋକାର୍ପଣ ଓ ସୃଜନ ସମ୍ମାନ ଅନୁଷ୍ଠିତ ହୋଇ ଯାଇଛି I ଏହି ଅବସରରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ “ଭିନ୍ନ ଏକ ମୀରା ଗଳ୍ପ ସଂକଳନ “ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି I ମୁଖ୍ୟ ଅତିଥି ଭାବେ ଡ଼ଃ ହୃଷିକେଶ ମଲ୍ଲିକ, ବିଧାନସଭା ସଚିବ ସାହିତ୍ୟିକ, ଦାଶରଥି ଶତପଥି,… Continue reading ଭିନ୍ନ ଏକ ମୀରା ଲୋକାର୍ପିତ

ବେତନଟୀ ପ୍ରିମିୟର ଲିଗ୍ ଉଦଘାଟିତ

ବେତନଟୀ: ବେତନଟୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଏମପିସି ହାଇସ୍କୁଲ ଖେଳ ପଡିଆରେ ବେତନଟୀ ପ୍ରିମିୟର ଲିଗ-୨୦୨୪ ସିଜିନ -୧୧ ଉଦଘାଟିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଏହି ପ୍ରିମିୟର ଲିଗରେ ଉଦବୋଧନ ଦେଇ କ୍ରିକେଟିୟରଙ୍କୁ ଉତ୍ସାହିତ କରିବା ସହିତ ଗ୍ରାମାଞ୍ଚଳରେ ଏଭଳି ବ୍ୟୟବହୁଳ ପ୍ରତିଯୋଗୀତାକୁ ପରିଚାଳନା କରି ୧୧ ବର୍ଷରେ ପହଞ୍ଚିଥିବାରୁ ଆୟୋଜକଙ୍କ ସମେତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। କ୍ଲବର ସଭାପତି ଶଶିକାନ୍ତ… Continue reading ବେତନଟୀ ପ୍ରିମିୟର ଲିଗ୍ ଉଦଘାଟିତ

ନୂତନ ସତସଙ୍ଗ ମନ୍ଦିର ଉଦ୍ଘାଟିତ

ବେତନଟୀ: ବେତନଟୀ ଉପକଣ୍ଠ ଜାତୀୟ ରାଜପଥ ୧୮ନମ୍ବର ପାର୍ଶ୍ଵରେ ନୂତନ କରି ଗଢି ଉଠିଥିବା ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଭବ୍ୟ ମନ୍ଦିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ବିହାରର ଦେଓଘରର ମୁଖ୍ୟ ଠାକୁର ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ I ୧୫ ତାରିଖ ଅପରାହ୍ଣରେ ଏହା ଉଦଘାଟନ ସହ ଉପସ୍ଥିତ ସତସଙ୍ଗୀ ଓ ସାଧାରଣ ଭକ୍ତଗଣଙ୍କୁ ଆର୍ଶିବଚନ ଶୁଣାଇଥିଲେ । ୧୬ ତାରିଖ ପ୍ରାତଃ ଘ୫.୩୫ମିନିଟ୍ ରୁ ଭଜନ କୀର୍ତ୍ତନ ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ ଦିନବ୍ୟାପୀ ଚାଲୁରହିବା ସହ… Continue reading ନୂତନ ସତସଙ୍ଗ ମନ୍ଦିର ଉଦ୍ଘାଟିତ

ବିଭିନ୍ନ ସମସ୍ୟା ଦାବିରେ ଗୁଣପୁର ଠାରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣପୁର ପଞ୍ଚାୟତବାସୀ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୧୨ ଘଣ୍ଟିଆ ରାସ୍ତା ଅବରୋଧ କରି ଜୀବନ ଯାତ୍ରାକୁ ଠପ୍ କରିଦେଇଛନ୍ତି।ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏହି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ପରିଷଦ ପକ୍ଷରୁ ପାନୀୟ ଜଳ, ଶିକ୍ଷା, ସ୍ଵାସ୍ଥ୍ୟ, ତଥା କ୍ରୀଡ଼ା କ୍ଷେତ୍ରରେ ଥିବା ଲୁକ୍କାୟିତ ପ୍ରତିଭାର ଅନ୍ଵେଷଣ ପାଇଁ ଖେଳ ପଡିଆର ଉନ୍ନତିକରଣ ସକାଶେ ଏହି ଅବରୋଧ କରିଛନ୍ତି।… Continue reading ବିଭିନ୍ନ ସମସ୍ୟା ଦାବିରେ ଗୁଣପୁର ଠାରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ

ଶକ୍ତି ଟିଭି ର 4ର୍ଥ ସ୍ଵନକ୍ଷତ୍ର ଉତ୍ସବରେ ଗୋଲାମୁଣ୍ଡା ବ୍ଲକରୁ ସମ୍ମାନିତ

ଗୋଲାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ କଲ୍ୟାଣ ମଣ୍ଡପରେ ଶକ୍ତି ଟିଭିର ରାଜ୍ୟସ୍ତରୀୟ ଚତୁର୍ଥ ସ୍ଵନକ୍ଷତ୍ର ଉତ୍ସବରେ ଗୋଲାମୁଣ୍ଡା ବ୍ଲକରୁ ରାଜ୍ୟ ସ୍ତରୀୟ ସମ୍ମାନିତ ହୋଇଥଲା। ଏହି ସମ୍ମିଳନୀରେ ରାଜ୍ୟ ସାରା  ସାମ୍ୱାଦିକ ମାନଙ୍କ ଉପସ୍ଥିତ ଥିବାବେଲେ  ସର୍ବ ପ୍ରଥମେ ଟିଟିଲାଗଡ଼ ପ୍ରାଥମିକ ସ୍ବାସ୍ଥୟକେନ୍ଦ୍ରରେ  ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ରୋଗୀମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ, ଶକ୍ତି ଟିଭି ର ପ୍ରତିଷ୍ଠାତା କୃଷ୍ଣ ଚନ୍ଦ୍ର ସେଠୀ ସଭାପତିତ୍ଵ ଆସନ ଅଳଙ୍କୃତ ଥିବା ବେଳେ,ମୂଖ୍ୟ ଅତିଥି… Continue reading ଶକ୍ତି ଟିଭି ର 4ର୍ଥ ସ୍ଵନକ୍ଷତ୍ର ଉତ୍ସବରେ ଗୋଲାମୁଣ୍ଡା ବ୍ଲକରୁ ସମ୍ମାନିତ

ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଜଗନ୍ନାଥ ନଗରସ୍ଥିତ ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଲକ୍ଷ୍ମୀସାଗର ମେଳଣ ପଡିଆଠାରେ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି I ବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ, ଭାଷାପ୍ରାଣ, ସମାଜସେବୀ ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ପୁଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ… Continue reading ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶେରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଓ ଠିକାଦାର ନିଲେଶ ଅଗ୍ରୱାଲଙ୍କ ମୁନସିଙ୍କ ମଧ୍ୟରେ ଗଣ୍ଡଗୋଳ ମାଡପିଟ ଘଟଣା

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା): ଦିନକୁ ଦିନ ନର୍ଲା ଅଞ୍ଚଳରେ ବିଜେଡି ରାଜନୀତି ର ଆଗଧାଡିର ନେତା ଏବଂ ଜିଲ୍ଲା ଖଣି ବିଭଗଙ୍କ ଛତ୍ରଛାୟା ତଳେ କୁଖ୍ୟାତ ବାଲି ମାଫିଆ ନିଲେଶ ଅଗ୍ରୱାଲଙ୍କ ଦ୍ଵାରା ନର୍ଲା ବ୍ଲକରେ ଥିବା ବିଭିନ୍ନ ନଦୀ ଶଯ୍ୟାରୁ ରାତି ଦିନ ବେଧଡକ ଭାବେ ଶହ ଶହ ବାଲି ଚୋରା ଚାଲାଣ କରୁଥିବା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏଭଳି ବିଗତ ଦିନ ମାନଙ୍କରେ ଦେଖିବକୁ ମିଳିଥିଲା ନର୍ଲା ବ୍ଳକ୍ ଧଅ ର।ମାଲ ଗ୍ରାମ… Continue reading ଶେରଗଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଓ ଠିକାଦାର ନିଲେଶ ଅଗ୍ରୱାଲଙ୍କ ମୁନସିଙ୍କ ମଧ୍ୟରେ ଗଣ୍ଡଗୋଳ ମାଡପିଟ ଘଟଣା

ଉତ୍ତରଓଡିଶା ସହୋଦୟା ଗ୍ରୁପ ପ୍ରତିଯୋଗିତାରେ ଦିବ୍ୟଜ୍ୟୋତି ସ୍କୁଲର ସଫଳତା

ବେତନଟୀ: ଶନିବାର ସିବିଏସଇ ଉତ୍ତରଓଡିଶା ସହୋଦୟl ଗ୍ରୁପ ପ୍ରତିଯୋଗିତା ବାରିପଦାସ୍ଥିତ ସ୍ୱାମୀ ବିବେକାନନ୍ଦ ସେବାଶ୍ରମ ଠାରେ ଆୟୋଜିତ ହୋଇଥିଲା l ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ମୟୁରଭଞ୍ଜ ଜିଲ୍ଲାର ଶାରୀରିକ ଶିକ୍ଷାଅଧିକାରୀ ଭାଗିରଥି ମଲ୍ଲିକ ସାର, ସନମାନୀୟ ଅତିଥିରୂପେ ଜୀବନଦୀପ ହସ୍ପିଟାଲର ଡ଼କ୍ଟର ରଞ୍ଜୁ ମାମ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତାରେ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ର ସମୁଦାୟ ୨୨ ଟି ସ୍କୁଲର ଉଭୟ ବାଳକ ଓ ବାଳିକା… Continue reading ଉତ୍ତରଓଡିଶା ସହୋଦୟା ଗ୍ରୁପ ପ୍ରତିଯୋଗିତାରେ ଦିବ୍ୟଜ୍ୟୋତି ସ୍କୁଲର ସଫଳତା

ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ଜନ୍ମ ଜୟନ୍ତୀ

କାଳୀ ପ୍ରସାଦ ସାମନ୍ତରାୟ ଥିଲେ ଶିକ୍ଷା ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଓଡ଼ିଆ ଭାଷାପ୍ରାଣ, ବିଜୁପଟନାୟକ କମ୍ପ୍ୟୁଟର ଏକାଡେମୀର ପ୍ରତିଷ୍ଠାତା ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବମିଖାଲ ସ୍ଥିତ ମଦର ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥି ମୁଖ୍ୟ ଅତିଥି ଭାବେ, ସଂସ୍କୃତି ପୁରୁଷ,… Continue reading ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ଜନ୍ମ ଜୟନ୍ତୀ

ଭୁର୍ତିଗଡ ସରକାରୀ 5t ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ତିଗଡ ସରକାରୀ 5t ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବିଜେଡ଼ି ସରକାର ଶାସନ ସମୟ ରେ 2023 /24 ମସିହା ରେ ଉକ୍ତ ସ୍କୁଲର ରୂପାନ୍ତିକରଣ ପାଇଁ 5t ଯୋଜନା ରେ ପାଖା ପାଖି ସତୁରି ଲକ୍ଷ୍ୟ ଟଙ୍କାର ବିଭିନ୍ନ କାର୍ଯ୍ୟ ତତ କାଳୀନ ବିଡ଼ିଓ ଏବଂ ଲାଞ୍ଜିଗଡ ବ୍ଲକର ଜଣେ ବିଜେଡ଼ି ନେତ୍ରୀଙ୍କ ସ୍ୱାମୀ ନିଜେ ଠିକାଦାର ସାଜି କାର୍ଯ୍ୟଟିକୁ ଅତିରୁ ଅତି ନିମ୍ନ ମାନର… Continue reading ଭୁର୍ତିଗଡ ସରକାରୀ 5t ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

You cannot copy content of this page