ବେତନଟୀ: ଶନିବାର ସିବିଏସଇ ଉତ୍ତରଓଡିଶା ସହୋଦୟl ଗ୍ରୁପ ପ୍ରତିଯୋଗିତା ବାରିପଦାସ୍ଥିତ ସ୍ୱାମୀ ବିବେକାନନ୍ଦ ସେବାଶ୍ରମ ଠାରେ ଆୟୋଜିତ ହୋଇଥିଲା l ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ମୟୁରଭଞ୍ଜ ଜିଲ୍ଲାର ଶାରୀରିକ ଶିକ୍ଷାଅଧିକାରୀ ଭାଗିରଥି ମଲ୍ଲିକ ସାର, ସନମାନୀୟ ଅତିଥିରୂପେ ଜୀବନଦୀପ ହସ୍ପିଟାଲର ଡ଼କ୍ଟର ରଞ୍ଜୁ ମାମ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତାରେ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ର ସମୁଦାୟ ୨୨ ଟି ସ୍କୁଲର ଉଭୟ ବାଳକ ଓ ବାଳିକା ପ୍ରତିଯୋଗୀ ବିଭିନ୍ନ କୋ କାରିକୁଲାର ଆକ୍ଟିଭିଟି ଓ କ୍ରୀଡାରେ ଭାଗ ନେଇଥିଲେ l ଏହି ପ୍ରତିଯୋଗିତାରେ ଦିବ୍ୟଜ୍ୟୋତି କନଭେଣ୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ସବୁ ବିଭାଗରେ ପୁରସ୍କାର ଲାଭକରିଛନ୍ତି ଯଥା ଷ୍ଟୋରୀ ଟେଲିଙ୍ଗ ଓ ବକ୍ତୃତାରେ ଆହାନା ମହାପାତ୍ର, ଅନୁସ୍ପନ୍ଦନା ମହାନ୍ତ ଓ ଆରାଧ୍ୟା ଜେନା, ଚିତ୍ରାଙ୍କନ ଓ ପୋଷ୍ଟର ମାକିଙ୍ଗରେ ଆଧ୍ୟା ଆଧିଶ୍ରୀ ବିଶ୍ୱାଳ, ଆରାଧ୍ୟା ବେହେରା, ମାନବି ଦାସ ମହାପାତ୍ର, ଅଙ୍କିତା ମିଶ୍ର, କ୍ରିଷ୍ଣା କବିତା ରାଉତ, ଏବଂ ଗଣିତ ଅଲଂପିଆଡ଼ରେ ସାଇ ସ୍ୱସ୍ତିକ ନାଏକ, ବିଷ୍ଣୁ ପ୍ରସାଦ ସାହୁ, ଶର୍ମିଷ୍ଠା ବେହେରା, ଅରନ୍ବେଷ ଦାସ l ସେହିପରି କ୍ରୀଡାରେ ମଧ୍ୟ୍ୟ ସିନିଅର ବିଭାଗରେ ସାରନା ବୁରୁ ସିଂ, କ୍ରିଷ୍ଣା କବିତା ରାଉତ, ପ୍ରତିଭା ମହାପାତ୍ର, ଧରିତ୍ରୀରାଣୀ ପାତ୍ର ଓ ଜୁନିଅର ବିଭାଗରେ ଚିନ୍ମୟ ବେହେରା, ଶୁଭଶ୍ମିତା ଟୁଡୁ, ବିଜୟିନୀ ସୋରେନ, ଯଶୋଲକ୍ଷ୍ମୀ ସିଂ, ଏଲ. ତମନ୍ନା ଦାସ ପୁରସ୍କାର ଲାଭ କରି ସାରା ଜିଲ୍ଲା ପାଇଁ ତଥା ସ୍କୁଲ ପାଇଁ ଗୌରବ ଅର୍ଜନ କରିଛନ୍ତି l ଆମ ସ୍କୁଲର ୧୪ ବର୍ଷରୁ କମ ବାଳିକା ଖୋ ଖୋ ଜାତୀୟ ଦଳକୁ ମଧ୍ୟ ସଭାରେ ସନମାନିତ କରିଥିଲେ l ଏହି ପ୍ରତି ଯୋଗିତାରେ ଗାଇଡ଼ ଶିକ୍ଷକ ବ୍ରଜକିଶୋର ଦତ୍ତ, ବିଷ୍ଣୁ ପ୍ରସାଦ ମହାନ୍ତ, ସୋନୁ ଜୋସେଫ, ସ୍ମୃତି ରଞ୍ଜନ ଦାଶ, ସ୍ଵାତିସ୍ମିତା ଲେଙ୍କା ଓ ପୁର୍ଣିମା ମିଶ୍ର ଯୋଗ ଦେଇଥିଲେ l ଦିବ୍ୟଜ୍ୟୋତି ସ୍କୁଲ ସବୁବେଳେ ଉତ୍ତମ ଶିକ୍ଷାଦାନ ସହ ବିଭିନ୍ନ କୋ କାରିକୁଲାର ଆକ୍ଟିଭିଟିରେ ଓ କ୍ରୀଡାରେ ଭାଗ ନେବା ସହ ନିଜର ଅନ୍ତନିହିତ ପ୍ରତିଭାକୁ ପରିସ୍ଫୁଟିତ କରୁଛନ୍ତି l ଏହା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଉତ୍ତମ ପ୍ରତିଯୋଗୀ ମନୋଭାବ ସୃଷ୍ଟି କରୁଛନ୍ତି l ଶେଷରେ ସ୍କୁଲର ଅଧକ୍ଷା ସିଷ୍ଟର ଶ୍ୟାନି. ଭି. ଜୋସେଫ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି I
ଉତ୍ତରଓଡିଶା ସହୋଦୟା ଗ୍ରୁପ ପ୍ରତିଯୋଗିତାରେ ଦିବ୍ୟଜ୍ୟୋତି ସ୍କୁଲର ସଫଳତା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବାଲିଅନ୍ତାର ଆରାଧ୍ୟପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ପାଳିତ
ବାଲିଅନ୍ତା ୨୭/୭) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ସମ୍ପର୍କ' ତରଫରୁ ବାଲିଅନ୍ତାର ଆରାଧ୍ୟ ଦେବତା ପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ଗହଣରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ପ୍ରଭୁଙ୍କ ନିକଟରେ
ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରିନିଜେ l
ରତ୍ନବେଦୀକୁ ଫେରିଲେ ମହାବାହୁ ଭୁବନେଶ୍ୱର ତା 27 ରିଖ l ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରି ବିଜେ ନୀତି ସମ୍ପର୍ଣ ହୋଇଛି l ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ରଥ ଉପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ହୋଇଥିଲା l
ଓଡ଼ିଆ ଅସ୍ମିତାର ପରିଚୟ, ରସଗୋଲା।
ବାଲିଅନ୍ତା,୨୭/୭/୨୬(ଗୋବର୍ଦ୍ଧନ ଦାସ) : ପାହାଳ ମିଠା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତି ପକ୍ଷରୁ ମହା ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ନୀଳାଦ୍ରି ବିଜୟ ଅବସରରେ ପାହାଳ ବଜାରଠାରେ ‘ରସଗୋଲା ଦିବସ’ ପାଳିତ ହୋଇଯାଇଛି। ପାହାଳ ରସଗୋଲା ବଜାର ସଭାପତି ଓ କର୍ମକର୍ତ୍ତାଙ୍କ ସହଯୋଗରେ
ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା, ସମୃଦ୍ଧି ଉପରେ କର୍ମଶାଳା
ଭୁବନେଶ୍ୱର ତା 26/07/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ମନୋଜ କୁମାର ବାରିକଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି /ଶହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
ଭୁବନେଶ୍ୱର ତା 26/07/26 ସ୍ଥାନୀୟ ଖାରବେଳ ନଗର ସ୍ଥିତ ବୁଦ୍ଧମନ୍ଦିର ଫାଟକ ସମ୍ମୁଖରେ ସାମାଜିକ ଓ ଗଣମାଧ୍ୟମ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ 27 ତମ କାରଗିଲ ବିଜୟ ଦିବସ ଅବସରରେ ଶହୀଦ
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ
ଭୁବନେଶ୍ୱର,(ଗୋବର୍ଦ୍ଧନ ଦାସ)୨୬ /୦୭: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଏହି ବୈଠକରେ ଯୋଗଦେଇ ସଂଗଠନର ସାଂଗଠନିକ
ପିତା ପୁତ୍ର ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
ଚିଲିକା, ୨୭।୭: ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ବ୍ୟାୟବିତ୍,ଲଢ଼ୁଆ ବ୍ୟକ୍ତିତ୍ଵ, ସମାଜସେବୀ ସ୍ବର୍ଗତ ନୃସିଂହ ଚରଣ ସ୍ୱାଇଁ ଓ ତାଙ୍କ ପୁତ୍ର ତଥା ସୀମା ସୁରକ୍ଷା ବଳ ର ବୀର ଯବାନ ସ୍ବର୍ଗତ
ଉନ୍ନତ ମାନର ଚିକିତ୍ସା ଚିକିତ୍ସାଳୟରେ ନାହିଁ, ସେବା ପ୍ରତିନିଧି
ବାଲିଅନ୍ତା 26/07:-ଯେଉଁ ସମୟରେ ଭୁବନେଶ୍ବର ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଜନ ସାଧାରଣ ଚିକିତ୍ସାଳୟ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହେଉଥିଲେ , ସେହି ସମୟରେ ଭୁବନେଶ୍ବର ଓ ଏହାର ଆଖପାଖ ଚିନ୍ତାଶୀଳ ଜନନାୟକମାନଙ୍କ ଦ୍ଵାରା ୧୯୪୬ ମସିହାରେ ଜନ୍ମ ଲାଭ କଲା
ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚ ଦ୍ୱାରା ସ୍ଥାନ ପରିଦର୍ଶନ |
ଚିଲିକା, ୨୬।୭: ରବିବାର ଦିନ ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ 5 ଟି ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ଓ ସଭ୍ୟ ମାନଙ୍କ ସହ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବିଦ୍ୟାଳୟକୁ
ଓଡ଼ିଆ ଭାଷା ସାହିତ୍ୟ, ସାମ୍ବାଦିକତାର ମହାନ ବ୍ୟକ୍ତିତ୍ୱ ଥିଲେ ନୀଳମଣି ବିଦ୍ୟାରତ୍ନ
ଭୁବନେଶ୍ୱର ତା 26/07/26 ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତାର ମହାନ ବ୍ୟକ୍ତିତ୍ୱ ନୀଳମଣି ବିଦ୍ୟାରତ୍ନଙ୍କ 102ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ଜୟଦେବ ବିହାରସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି
ବୋଲଗଡ଼ରେ ପାଚିକା -ସହାୟିକାଙ୍କର ତାଲିମ ଶିବିର
ଚିଲିକା, ୨୫।୭:ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମାଧ୍ୟାମିକ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସମସ୍ତ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା -ସହାୟିକାମାନଙ୍କ ନିମିତ୍ତ ଶନିବାର ଦିନ ତାଲିମ ଶିବିର ଅନୁଷ୍ଠିତ
ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ କାହା ଚାପରେ?/ପୋଲିସର ନିଷ୍କ୍ରିୟତା ବିରୋଧରେ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର ତା 25/07/26 ଏବେବି କଙ୍ଗାରୁକୋର୍ଟ ସକ୍ରିୟ l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବସନ୍ତପଡା ଗ୍ରାମରେ l ଏ ସମ୍ପର୍କ ରେ ଏକ ସାମ୍ବାଦିକ ସମ୍ମିଳନୀ ସଶକ୍ତ ଓଡିଶା ଭବନ
ୟୁନିଟ 5 ଜଗନ୍ନାଥ ମନ୍ଦିର, ସୁନାବେଶରେ ଝଲସିଲେ ଚତୁର୍ଦ୍ଧା ମୂର୍ତ୍ତି
ଭୁବନେଶ୍ୱର ତା 25ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି l ଘୋଷଯାତ୍ରାର ବିଶେଷ ପର୍ଯ୍ୟାୟ ହରିଶୟନ ଏକାଦଶୀ ଉପଲକ୍ଷେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚନା ଓ ରୀତିନୀତି ରଥ ଉପରେ ହିଁ
ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଜଳ ବଣ୍ଟନ କାର୍ଯ୍ୟକ୍ରମ
ପୁରୀ 25/07/26 ପୁରୀ ପ୍ରବେଶ ଦ୍ଵାର ଅଠରନଳା ଠାରେ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ଉକ୍ତ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ।ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କା ଙ୍କ ଅଧକ୍ଷତାରେ , ଉକ୍ତ
ବାହୁଡ଼ିଲେ ମହାବାହୁ :ସୁଦର୍ଶନ ଦାରୁସ୍ଥଳୀ ନିକଟରେ ବାହୁଡା଼ ଯାତ୍ରା ସମାପନ
ବାଲିଅନ୍ତା,୨୪|୭(ଗୋବର୍ଦ୍ଧନ ଦାସ):ପୁରୁଣା ଜଗନ୍ନାଥ ସଡ଼କ ହିରାପୁରସ୍ଥିତ ଗଡ଼କଣ୍ଡୁଣିଆ ନିକଟସ୍ଥ ଶ୍ରୀସୁଦର୍ଶନଙ୍କ ଦାରୁସ୍ଥଳୀରେ ଶନିବାର ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଯାଇଛି। ପ୍ରତ୍ୟୁଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ରଥିଜେମାସ୍ଥିତ ମା' ଭଗବତୀ ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା' ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ
ଓଡ଼ିଶ ଗ୍ରାମରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଖୁବ୍ ଧୂମଧାମରେ ପାଳନ କରାଯାଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ସାରା ପୃଥିବୀରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଓଡ଼ିଶ ଗ୍ରାମରେ ମଧ୍ୟ ଧୂମଧାମରେ ପାଳନ କରାଯାଇଥିବା ଦେଖାଯାଇଛି। ମାଉସୀମାଙ୍କ ଘରୁ ଚତୁର୍ଦ୍ଧାମୂର୍ତିଙ୍କୁ ଶ୍ରୀମନ୍ଦିର
ବାହୁଡା଼ ଯାତ୍ରାରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି l
ଭୁବନେଶ୍ୱର ତା 24ରିଖ l ଆଜି ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା l ଏ ଉପଲକ୍ଷେ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ୟୁନିଟ 6 ରାଧାକୃଷ୍ଣ ମନ୍ଦିର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ୟୁନିଟ 5 ଜଗନ୍ନାଥ ମନ୍ଦିର କୁ
ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚାମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନରେ ଭଜନ ସମାରୋହ ଓ ନୃତ୍ୟରେ ବିଭୋର ଶ୍ରଦ୍ଧାଳୁ
ଭୁବନେଶ୍ୱର ତା 23 ରିଖ l ଆସନ୍ତା କାଲି ବାହୁଡା଼ ଯାତ୍ରା l ମାଉସୀ ମା ଘର ଛାଡି ଚାଲି ଯିବେ ରତ୍ନବେଦୀକୁ l ରଥ ଦକ୍ଷିଣ ମୋଡ଼ ହୋଇ ସାରିଛି l ମହାପ୍ରଭୁଙ୍କ ରଥଯାତ୍ରା ମହାପର୍ବର ଆଜି ଥିଲା ପବିତ୍ର
ଉଦ୍ୟୋଗୀଙ୍କ ସମ୍ମାନ,ସୁରକ୍ଷା ସମୃଦ୍ଧି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର ତା 22/07/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ
ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l
ଚିଲିକା,୨୨। ୭ : ବେଗୁନିଆସ୍ଥିତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବେଗୁନିଆ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରିନିଜେ l
ଓଡ଼ିଆ ଅସ୍ମିତାର ପରିଚୟ, ରସଗୋଲା।