ସାହିତ୍ୟ ସିନ୍ଦୁରାର ଖଡି ଛୁଆଁ ଉତ୍ସବ

ଚିଲିକା, ୨ା୪:ଖୋର୍ଦ୍ଧା ଜିଲ୍ଲା ଵାଣପୁରସ୍ଥ ଅଗ୍ରଣୀ ସାହତ୍ୟ ପ୍ରତିଷ୍ଠାନ “ସାହିତ୍ୟ ସିନ୍ଦୁରା” ଆନୁକୂଲ୍ୟରେ ବିଧାରପୁର କଲ୍ୟାଣ ମଣ୍ଡପ ପରିସରରେ, ଓଡ଼ିଆ ପକ୍ଷ  ପାଳନ ଅବସରରେ “ଖଡ଼ି ଛୁଆଁ” ଉତ୍ସବ ପାଳନ ହୋଇଯାଇଛି।ଏହି ଉପଲକ୍ଷେ  ଆୟୋଜିତ  ସଭାରେ  ବିଶିଷ୍ଟ  ଶିକ୍ଷବିତ୍ତ  ଲଷ୍ମୀ  ଚରଣ  ପଟ୍ଟନାୟକ   ସଭାପତିତ୍ବ  କରିଥିବା  ବେଳେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖ୍ୟ ଅତିଥି ଓ ଶିକ୍ଷକ ନେତା ଶିଶିର କୁମାର ଦାସ  ମୁଖ୍ୟ ବକ୍ତା  ଭାବେ ଯୋଗ ଦେଇ ବିଦ୍ୟାରମ୍ଭ ଭାବେ ଖଡ଼ି ଛୁଆଁ… Continue reading ସାହିତ୍ୟ ସିନ୍ଦୁରାର ଖଡି ଛୁଆଁ ଉତ୍ସବ

ନାଚୁଣୀ କଲେଜ ଅଧ୍ୟାପିକାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।

ଚିଲିକା,୩।୪: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟର ମନସ୍ତ୍ରତ୍ତ୍ଵ ବିଭାଗ ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ କଲ୍ୟାଣୀ ମହାନ୍ତିଙ୍କୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ ର୍ମଚାରୀମାନଙ୍କ ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଅଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିସର ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାର ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଧୂପପୁଷ୍ଟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ… Continue reading ନାଚୁଣୀ କଲେଜ ଅଧ୍ୟାପିକାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।

ଚଇତି ପର୍ବ ପାଳିତ

ବାଲିଅନ୍ତା,ଗୋବର୍ଦ୍ଧନ ଦାସଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ୍: ବାଲିଅନ୍ତା ବ୍ଲକ ପ୍ରତାପଶାସନ ଗ୍ରାମ ପଞ୍ଚାୟତ ହାନୁମନ୍ତ ପାଟଣ ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଅବସରରେ କୈବର୍ଭ ସମ୍ପ୍ରଦାୟର ଚୈତ୍ର ପର୍ବ ବହୁ ଆଡମ୍ବର ସହିତ ପାଳିତ ହୋଇଛି । ଏହି ପର୍ବରେ ସେମାନଙ୍କର ଇଷ୍ଟ ଦେବୀ ମା’ ବାଶେଳୀଙ୍କୁ ନିର୍ଦ୍ଧିଷ୍ଟ ନୀତି କାନ୍ତି ଦ୍ଵାରା ପୂଜାର୍ଚ୍ଚନା କରିବା ସହିତ ମା’ଙ୍କ ପାଖରେ ଯାହା ମାନସିକ କରିଥାନ୍ତି ତାହା ଶୀଘ୍ର ପୂରଣ ହୁଏ ବୋଲି ସେମାନଙ୍କର ବିଶ୍ବାସ ରହିଛି । ଏହି… Continue reading ଚଇତି ପର୍ବ ପାଳିତ

ସାହିତ୍ୟ ସିନ୍ଦୁରାର ଖଡି ଛୁଆଁ ଉତ୍ସବ

ପାଳନ ଅବସରରେ “ଖଡ଼ି ଛୁଆଁ” ଉତ୍ସବ ପାଳନ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷବିତ୍ତ ଲଷ୍ମୀ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖ୍ୟ ଅତିଥି ଓ ଶିକ୍ଷକ ନେତା ଶିଶିର କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଦ୍ୟାରମ୍ଭ ଭାବେ ଖଡ଼ି ଛୁଆଁ ଦିବସର ପ୍ରାଚୀନ ପରମ୍ପରା ଓ ଆଧୁନିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ପ୍ରଧାନ, ସ୍ମୃତି… Continue reading ସାହିତ୍ୟ ସିନ୍ଦୁରାର ଖଡି ଛୁଆଁ ଉତ୍ସବ

ଆନନ୍ଦ ଉଲ୍ଲାସର ସହିତ ମହାସମାରୋହରେ ପାଳିତ ହେଲା ଉତ୍କଳ ଦିବସ,”ବନ୍ଦେଉତ୍କଳ ଜନନୀ ” ମାତୃବନ୍ଦନାର ସମବେତ ସ୍ୱରରେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେବାଣପୁରବାସୀ

ଚିଲିକା, ୨।୪:ସ୍ୱତନ୍ତ୍ରଉତ୍କଳ ପ୍ରଦେଶ ଗଠନର ଦୀର୍ଘ ୯୦ ବର୍ଷ ପରେ ମଧ୍ୟ ଭାଷାଭିତ୍ତିକ ରାଜ୍ୟ ଗଠନରେ ବରପୁତ୍ରମାନଙ୍କ ତ୍ୟାଗବଳିଦାନକୁ ମନେପକାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଣପୁରବାସୀ । ମାତୃଭୂମୀ ଓ ମାତୃଭାଷାର ସୁରକ୍ଷା ଥିଲା ସେମାନଙ୍କ ଜୀବନ ଐକାନ୍ତିକ ଲକ୍ଷ୍ୟ । ଯାହାଙ୍କ ଜୀବନଭରି ସଂଗ୍ରାମ ଆମକୁ ଆଜି ଜଣେ ଓଡ଼ିଆ ଭାବରେ ପରିଚିତ କରାଇଛି । ଆମ ଭାଷା ଆଜି ଶାସ୍ତ୍ରୀୟ ଭାଷାର ମାନତ୍ୟ ଲାଭ କରିପାରିଛି କେବଳ ସେହିମାନଙ୍କ କଠିନ ଶ୍ରମସାଧନ ତ୍ୟାଗ… Continue reading ଆନନ୍ଦ ଉଲ୍ଲାସର ସହିତ ମହାସମାରୋହରେ ପାଳିତ ହେଲା ଉତ୍କଳ ଦିବସ,”ବନ୍ଦେଉତ୍କଳ ଜନନୀ ” ମାତୃବନ୍ଦନାର ସମବେତ ସ୍ୱରରେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେବାଣପୁରବାସୀ

ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ “ବ୍ଲୁମିଙ୍ଗଡେଲ୍ସନାଇଟ୍” ପାଳନ

ବାଲିଅନ୍ତା 01/04:- ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ ୩୦ ମାର୍ଚ୍ଚ ୨୦୨୬ ତାରିଖରେ ଜିକେସିଏମ୍ ଓଡିଶୀ ରିସର୍ଚ୍ଚ ସେଣ୍ଟରରେ “ବ୍ଲୁମିଙ୍ଗଡେଲ୍ସନାଇଟ୍” ବଡ଼ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା। ଏହି ଅବସରରେ ‘କିଡ଼୍ ବ୍ଲୁମିଙ୍ଗଡେଲ୍ସ” ପ୍ରି ସ୍କୁଲର ଶିଶୁମାନଙ୍କର “ଗ୍ରାଜୁଏସନ୍ ଡେ” ପାଳନ କରାଯାଇଥିଲା, ଯେଉଁଠାରେ ଶିଶୁମାନେ ପ୍ରି ସ୍କୁଲରୁ କିଣ୍ଡରଗାର୍ଟେନ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ଅବସରରେ ସେମାନଙ୍କର ପ୍ରଥମ ଶିକ୍ଷାଗତ ସଫଳତାକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ଆଗକୁ ବଡ଼ ଲକ୍ଷ୍ୟ… Continue reading ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ “ବ୍ଲୁମିଙ୍ଗଡେଲ୍ସନାଇଟ୍” ପାଳନ

ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ

ଭୁବନେଶ୍ୱର ତା 01/04/26 ସ୍ଥାନୀୟ ବମିଖାଲ ଠାରେ ମା ମଙ୍ଗଳାଙ୍କ ଶେଷ ଚୈତ୍ର ମଙ୍ଗଳ ବାର ପୂଜା ପାରମ୍ପରିକ ପୂଜା, ନୀତି, ବିଦ୍ଧି ଅନୁଯାୟୀ ସମାପନ ହୋଇଥିବା ଦେଖିବାକୁ ମିଳିଛି l ମହିଳା ମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ, ମାଙ୍କ ପାଇଁ ଭୋଗ ନଡ଼ିଆ, କଦଳୀ, ପିଠା,ପଣା, ଝୁଣା, ଦ୍ବୀପ, ଧୂପ ସହିତ ଅନ୍ୟ ସାମଗ୍ରୀ ଦ୍ୱାରା ମାଙ୍କୁ ନିଷ୍ଠା, ଭକ୍ତି ସମର୍ପଣ ଭାବେ ପୂଜା ଅର୍ଚନା କରିଥିଲେ l ଘରର ସୁଖ, ସମୃଦ୍ଧି ତଥା… Continue reading ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ

ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଉତ୍କଳ ଦିବସ ଅନୁଷ୍ଠିତ

ଭୁବନେଶ୍ୱର ତା 01/04/26 ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ପବିତ୍ର 90 ତମ ଉତ୍କଳ ଦିବସ ସ୍ଥାନୀୟ ଲୋକଭବନ ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ, ଭାଷା, ସଂସ୍କୃତି ପ୍ରାଣ, ପ୍ରଥମ ଓଡ଼ିଆ ବାରିଷ୍ଟର, ସ୍ନାତକ, ସ୍ନାତକୋତ୍ତର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଓଡ଼ିଆ ଉଦ୍ୟୋଗୀ ପରିବାର ସଭାପତି, ବିଶିଷ୍ଟ ସମାଜସେବୀ, ସାରସ୍ୱତ ପ୍ରତିଭାଧାରୀ ଶିବ ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତା ଓ ସମ୍ମାନିତ ଅତିଥି ଭାବେ… Continue reading ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଉତ୍କଳ ଦିବସ ଅନୁଷ୍ଠିତ

ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ବାଳକାଟି ସାଇଫନ, ନେଲା ଜୀବନ ।

ବାଲିଅନ୍ତା ୩୧/୦୩ :- ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ସାଇଫନ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଥିବାବେଳେ। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି ବା ସହିତ ତାର ସୁନ୍ଦର ପ୍ରାକୃତିକ ପରିବେଶକୁ ଭିଡିଓ ମାଧ୍ୟମ ରେ ସୋସିଆଲ ମିଡିଆର ଇନ୍ ଷ୍ଟା ଗ୍ରାମ୍ ପୋଷ୍ଟ କରି ଦର୍ଶକ ମାନଙ୍କୁ ଏଠାକୁ ଆସି ପାଇଁ ଆମନ୍ତ୍ରଣ କରୁଥିବାର ନଜର ରହିଛି। ଯାହା କୁ ଦେଖି ଅନେକ ଯୁବ ୟୁଟୁଭର ଆଖ… Continue reading ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ବାଳକାଟି ସାଇଫନ, ନେଲା ଜୀବନ ।

ସାଇବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ତା 30/03/26 ଶିକ୍ଷୟିତ୍ରୀ ଐସୂର୍ଯା ଲକ୍ଷ୍ମୀ ତ୍ରିପାଠୀଙ୍କ ସଂଯୋଜନା ଓ ଆବାହକ ଶିକ୍ଷାବିତ ବନମାଳୀ ସାହୁଙ୍କ ସଭାପତିତ୍ବ ସାଇ ବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମାଜସେବୀ ଜଗନ୍ନାଥ ପ୍ରଧାନ, ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଫେସର ଡ଼ ନୟନତାରା ଛୋଟରାୟ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଶଶଧର ନାୟକ, ପୂର୍ଣ୍ଣିମା ବେହେରା ଉପସ୍ଥିତ ରହିବା… Continue reading ସାଇବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

You cannot copy content of this page