ସାମାନ୍ୟ ବଚସାରୁ ତୁମୁଳକାଣ୍ଡ :ଚାପୁଡ଼ା ମାଡ଼ରେ ଯୁବକଙ୍କ କାନମୁଣ୍ଡା ଫାଟିଲା

ବାଲିଅନ୍ତା, ୫|୪:ସାମାନ୍ୟ ବଚସାରୁ ଗତ କିଛି ଦିନ ତଳେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ ଏକ ବାର ନିକଟରେ ଗଣ୍ଡଗୋଳ ଘଟି ଜଣଙ୍କ ଛାତିରେ ମଦ ବୋତଲ ଭୁସି ଦେବା ଘଟଣା ନ ଥମୁଣୁ ଆଜି ଉକ୍ତ ସ୍ଥାନରେ ଚାପୁଡ଼ା ମାଡ଼ରେ ଜଣେ ଯୁବକଙ୍କ କାନମୁଣ୍ଡା ଫାଟି ଯାଇଥିବା ଜଣାପଡିଛି l ଯୁବକ ଜଣଙ୍କ ହେଲେ ବାଳକାଟି ଅଞ୍ଚଳର ରାକେଶ ସାହୁ l ଖବରନେବାରେ ଜଣାପଡିଛି ଆଜି ସନ୍ଧ୍ୟାରେ ରାକେଶ ଏବଂ ତାଙ୍କ ସାଙ୍ଗ ଉକ୍ତ ବାରରେ ମଦ୍ୟପାନ… Continue reading ସାମାନ୍ୟ ବଚସାରୁ ତୁମୁଳକାଣ୍ଡ :ଚାପୁଡ଼ା ମାଡ଼ରେ ଯୁବକଙ୍କ କାନମୁଣ୍ଡା ଫାଟିଲା

ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ

ବାଲିଅନ୍ତା,୪|୪:ଆଜି ଠାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ l ସରକାରଙ୍କ ଶିକ୍ଷାନୀତି ଅନୁସାରେ ଆଜି ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ଆଜି ବାଲିଅନ୍ତା ବ୍ଲକରେ ଉଭୟ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି l ବାଳକାଟି ଅଞ୍ଚଳର ସର୍ବପୁରାତ୍ତନ ବିଦ୍ୟାଳୟ ପିଜିଏନ ପବ୍ଲିକ ସ୍କୁଲ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ, ଦୀପ ପ୍ରଦାନ କରି ସ୍ୱାଗତ କରିଥିଲେ l ପରେ ପରେ ବିଦ୍ୟାଳୟ… Continue reading ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ

ବିଲ ରେ କାମ କରୁଥିବା ବେଳେ ବଜ୍ରା ଘାତରେ ଜଣେ ମୃତ୍ୟୁ ତିନି ଗୁରୁତର

କଳାହାଣ୍ଡି,୫|୪(ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଥାନା ଅର୍ନ୍ତଗତ ବଲଧିଆ ମାଲ ଗ୍ରାମରେ ଏକ ଦୁଃଖଦ ଘଟଣା ଆଜି ଦେଖିବାକୁ ମିଳିଛି ।ଏମିତି ବି ମୃତ୍ୟୁ ଆସେ ଲୋକଜାଣିବା ଦୁରର କଥା ଭଗବାନ ବି ଜାଣିପାରନ୍ତିନି। ବଲଧିଆମାଲ ଗ୍ରାମର ଶ୍ରୀ ବଂଶିଧର ମେହେରଙ୍କ ଜମିକୁ ଝାର ଘିଚିବା ପାଇଁ ଗରିବ ଲୋକମାନେ କୁଲିମଜୁରି କରିବାକୁ ଜାଇଥିଲେ | ହଠାତ୍ ଘଡ଼ଘଡ଼ି ଓ ବର୍ଷା ହେବାରୁ ମଜୁରିଆମାନେ ଶ୍ରୀ ଚଞ୍ଚଲା ବିଶ୍ବାଲ,ଖିରଦେଇ ପ୍ରଧାନୀ,ଭୁମି ଲହଜଲ, ସଂଯୁକ୍ତା ଲହଜଲ,ଓ ଧିରବା ମାଝୀ,ଘରକୁ… Continue reading ବିଲ ରେ କାମ କରୁଥିବା ବେଳେ ବଜ୍ରା ଘାତରେ ଜଣେ ମୃତ୍ୟୁ ତିନି ଗୁରୁତର

ଗହନାମୁଣ୍ଡା ଠାରେ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

କଳାହାଣ୍ଡି,୫|୪ (ପ୍ୟାରିଲାଲ ଦୁର୍ଗା ):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଶାପାଲି ପଞ୍ଚାୟତ ଗହନାମୁଣ୍ଡାରେ ସୋମବାର ସକାଳୁ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ |ଏଥିପାଇଁ ରବିବାର କଳସ ଶୋଭା ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ କରାଯାଇଛି |ଆଜି ଅପରାହ୍ନ ରେ ପ୍ରହର ମଣ୍ଡପ ଠାରୁ ଶତାଧିକ ମହିଳା କଳସ ଯାତ୍ରାରେ ବାହାରି ସ୍ଥାନୀୟ ତଳ ବନ୍ଧ ପୋଖରୀ ଠାରେ ପହଂଚି ଥିଲେ |ପଣ୍ଡିତ ସିମାଞ୍ଚଳ ମୁଣ୍ଡ ପୂଜାର୍ଚନା କରିବା ପରେ ପୁରୁନ୍ଧର ବିଶି ଏବଂ… Continue reading ଗହନାମୁଣ୍ଡା ଠାରେ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

ଶହୀଦ ରଘୁ -ଦିବାକରଙ୍କ ଦେଶପ୍ରେମ ଓ ବଳିଦାନ ଚୀର ସ୍ମରଣୀୟ

ଭୁବନେଶ୍ୱର 05/04/26 ଶହୀଦ ରଘୁ -ଦିବାକରଙ୍କ ଆତ୍ମ ବଳିଦାନ, ଦେଶପ୍ରେମ ତଥା ବୀରତ୍ୱ ଇତିହାସର ସ୍ମୃତିପଟରେ ଆଜିବି ଉଜ୍ଜୀବିତ ହୋଇ ରହିଛି l 85 ତମ ବଳିଦାନ ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଉପସ୍ଥିତ ରହିବା ସହିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରି ମତବ୍ୟକ୍ତ କରିଥିଲେ l ଶହୀଦ ରଘୁ -ଦିବାକର ସ୍ମୃତି ସଂସଦ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା… Continue reading ଶହୀଦ ରଘୁ -ଦିବାକରଙ୍କ ଦେଶପ୍ରେମ ଓ ବଳିଦାନ ଚୀର ସ୍ମରଣୀୟ

ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ

କଳାହାଣ୍ଡି,୪|୪(ପ୍ୟାରିଲାଲ ଦୁର୍ଗା): ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଭଲ ପାଠ ପଢି ଭଲ… Continue reading ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ

ଦୀର୍ଘ ଦିନ ସରକାରୀ କାର୍ଯ୍ୟଲୟରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ବଦଳି ଦାବି କଲା ଅଲ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

କଳାହାଣ୍ଡି,୪|୪(ପ୍ୟାରିଲାଲ ଦୁର୍ଗା):- ସାମ୍ବିଧାନିକ ପ୍ରକ୍ରିୟା ହିସାବରେ ସରକାରୀ ଅଫିସ ମାନଙ୍କରେ ଗୋଟିଏ ଚାକିରିଆ ଗୋଟିଏ କାର୍ଯ୍ୟଲୟରେ ତିନି ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ |କିନ୍ତୁ ଦେଖିବାକୁ ମିଲୁଛି ଅନେକ ବିଭାଗରେ ଅନେକ ପ୍ରଭାବଶାଳୀ ସରକାରୀ କର୍ମଚାରି ମାନେ ଗୋଟିଏ କାର୍ଯ୍ୟଲୟରେ ବର୍ଷ ବର୍ଷ ଧରି ଚାକିରି କରି ଆସୁଛନ୍ତି | କିଛି ବିଭାଗରେ ଜଣେ ଜଣେ ଚାକିରିଆ ପନ୍ଦର କୋଡ଼ିଏ ବର୍ଷ ଲେଖାଏଁ ଚାକିରି କରିବା ନଜିର ଅଛି |ମୂଖ୍ୟତଃ ଶିକ୍ଷା ଓ ସ୍ଵାସ୍ଥ୍ୟ ବିଭାଗରେ… Continue reading ଦୀର୍ଘ ଦିନ ସରକାରୀ କାର୍ଯ୍ୟଲୟରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ବଦଳି ଦାବି କଲା ଅଲ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

ସଶକ୍ତ ଓଡିଶା ପକ୍ଷରୁ ନୂତନ ଖବର ଗୃହ ଉଦଘାଟନ ଓ ଆଲୋଚନା

ଭୁବନେଶ୍ୱର ତା 04/04/26 ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ସଶକ୍ତ ଓଡିଶା “ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀ କାର୍ଯ୍ୟାଳୟରେ ନୂତନ ଭାବେ ଖବର ଗୃହ ଉଦଘାଟନ ସହିତ ମହିଳା ମାନଙ୍କ ସଶକ୍ତିକରଣ, ଋଣ, ଉତ୍ପାଦନ ପ୍ରମୁଖ ସମ୍ପର୍କରେ ଆଲୋଚନା ହୋଇଯାଇଛି l ଆବାହକ ବିଜୟ କୁମାର ପ୍ରଧାନ, ଉପଦେଷ୍ଟା, କଲ୍ୟାଣ କୁମାର ଚାଟାର୍ଜୀ, ମୁଖ୍ୟ ସଂଯୋଜକ ନବ କିଶୋର ପ୍ରଧାନ, ବରିଷ୍ଠ ସମାଜସେବୀ କୁଳମଣି ରାଉତ ଉପସ୍ଥିତ ରହିବା ସହ ସାମ୍ପ୍ରତିକ ସମୟରେ ଗଣମାଧ୍ୟମ ଓ ସାମାଜିକ… Continue reading ସଶକ୍ତ ଓଡିଶା ପକ୍ଷରୁ ନୂତନ ଖବର ଗୃହ ଉଦଘାଟନ ଓ ଆଲୋଚନା

ସାନହନ୍ତୁଆଡ଼ରେ ଶ୍ରୀରାମ ନବମୀ ଉତ୍ସବ ସମାପନ I

ଚିଲିକା, ୪। ୪:ଓଡିଶାର ପୂରପଲ୍ଲୀରେ ଚୈତ୍ରମାସ ଶୁକ୍ଳ ନବମୀ ଦିନଟିକୁ ଶ୍ରୀରାମନବମୀ ଭାବେ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସାନହନ୍ତୁଆଡ଼ ଗ୍ରାମରେ ଶ୍ରୀରାମ ନବମୀ ଠାରୁ ୯ ଦିନ ବ୍ୟାପି ଏହି ପୂଜା ମହାଡ଼ମ୍ବରରେ ପାଳନ ହେଉଛି।ଗ୍ରାମର ବହୁ ମହିଳା ଓ ପୁରୁଷ ନିଜ ନିଜର ମାନସିକ କରି ରାମନବାମୀ ଦିନ ସଂକଳ୍ପ କରି କୁମ୍ଭ ଧାରଣ ପୂର୍ବକ ନଗର ପରିକ୍ରମା କରିଥିଲେ।ପ୍ରତ୍ୟେକ ଦିନ ହବିଷ୍ୟlଦି ଗ୍ରହଣ କରି ମାନସିକ ଧାରୀ ମାନେ… Continue reading ସାନହନ୍ତୁଆଡ଼ରେ ଶ୍ରୀରାମ ନବମୀ ଉତ୍ସବ ସମାପନ I

ବାଣପୁର ଠାରେ ଭଗବତୀ ମଣ୍ଡଳର ପ୍ରଶିକ୍ଷଣ ବର୍ଗ ଉଦଘାଟିତ l

ଚିଲିକା,୦୩/୪ :ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରସ୍ଥିତ ଶହୀଦ କୃତ୍ତିବାସ ଭବନଠାରେ ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ”ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ‘ମଣ୍ଡଳ ପ୍ରଶିକ୍ଷଣ ବର୍ଗ’ ସଭାପତି କାଂହୁ ଚରଣ ଲେଙ୍କାଙ୍କ ସଭାପତିତ୍ୱରେ ଉଦଘାଟନ ହୋଇଯାଇଛି l ମଣ୍ଡଳ ସାଧାରଣ ସମ୍ପାଦକ ଅରୁଣ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ୫ଟି ବର୍ଗରେ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ସହ ଖୋର୍ଦ୍ଧା… Continue reading ବାଣପୁର ଠାରେ ଭଗବତୀ ମଣ୍ଡଳର ପ୍ରଶିକ୍ଷଣ ବର୍ଗ ଉଦଘାଟିତ l

You cannot copy content of this page