
ଓଡ଼ିଶା ରକ୍ତଦାତା ମହାସଂଘ ବର୍ଦ୍ଧିତ ରକ୍ତ ପ୍ୟାକେଟ ଦର ପ୍ରତ୍ୟାହାର କରିବାକୁ ଦାବି ରଖିଛି
ଭୁବନେଶ୍ୱର: ଓଡ଼ିଶା ରକ୍ତଦାତା ମହାସଂଘ ଆଜି ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶାର ସଚିବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି ଏବଂ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ବ୍ୟାଙ୍କ, କଟକ ଦ୍ୱାରା ରକ୍ତ ପ୍ୟାକେଟ ଦରରେ ସମ୍ପ୍ରତି ₹100 ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର








