
କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ଅବସରେ ୧୦୮ ଦୀପ ପ୍ରଜ୍ଜ୍ଵଳନ
ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)-ର “ପିତାମହ” ଭୀଷ୍ମ ରୂପେ ପରିଚିତ, ବିଶିଷ୍ଠ ବ୍ୟକ୍ତିତ୍ୱ, ଓଡିଶା ପ୍ରଦେଶର ସଂଗଠନ ସମ୍ପାଦକ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଉତ୍ସବମୟ ଓ ଭକ୍ତିମୟ ପରିବେଶରେ ଭୁବନେଶ୍ବର ସ୍ଥିତ ରାମ








