
ନିଆରା ବନ୍ଧୁ ମିଳନ ଓ ପରିବେଶ ସଚେତନତା
ଭୁବନେଶ୍ୱର ତା 01/02/2025 ବ୍ରହ୍ମହେସ୍ୱର 1987-88 ମସିହା ପ୍ରାଥମିକ ବିଦ୍ୟାଳୟ ବିଦ୍ୟାର୍ଥୀ ଙ୍କ ବନ୍ଧୁମିଳନ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜିଜିପି କଲୋନୀ ଠାରେ ଥିବା ବିପିଫୁଡ ଠାରେ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଆୟୋଜକ ସମାଜସେବୀ ଉମାକାନ୍ତ ତାଣ୍ଡିଙ୍କ ସହ








