
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଦ୍ଵିତୀୟ ସ୍ମରଣୀକା ବତ୍ରୁତାମାଳା ଅନୁଷ୍ଠିତ
ଭୁବନେଶ୍ୱର: ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରାଧା ଚରଣ ଦାଶ ସ୍ମରଣୀକା ବତ୍ରୁତାମାଳ।ର ଦ୍ଵିତୀୟ ସଂସ୍କରଣ ବିଷୟବସ୍ତୁ ଭାରତୀୟ ଜ୍ଞାନ ପଦ୍ଧତି ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ଉପରେ ଆଧାରିତ ଏକବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷା ବିକାଶ ବ୍ୟବସ୍ଥା ସମ୍ପର୍କରେ ଆଞ୍ଚଳିକ ଶିକ୍ଷା








