
ବଲାଙ୍ଗୀର ଜିଲ୍ଲା ବାର୍ ଏସୋସିଏସନ୍ ତରଫରୁ ମଧୁବାବୁ ଜୟନ୍ତୀ ପାଳିତ
ବଲାଙ୍ଗୀର: ବଲାଙ୍ଗିର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଦିଗରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏପ୍ରିଲ ୨୮ ମଧୁବାବୁଙ୍କ ଜନ୍ମ ଦିନକୁ ସାରା ରାଜ୍ୟରେ ଲୟରସ’ ଡେ’ ଭାବରେ ପାଳନ








