
ସୁନା ଚେନ୍ ଲୁଟେରାଙ୍କ ପାଇଁ ପ୍ରାଣ ହରାଇଲେ ମହିଳା
ଭୁବନେଶ୍ବର: ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ମହିଳାଙ୍କ ଜୀବନ। ସୋମନାଥ ମନ୍ଦିର ଦର୍ଶନ ପାଇଁ ଭୁବନେଶ୍ୱରରୁ ହରିରାଜପୁର ଯାଉଥିଲେ ଦମ୍ପତ୍ତି। ହଠାତ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବା ପାଇଁ ଉଦ୍ୟମ