
ସ୍ୱାମୀ ବ୍ରହ୍ମାନନ୍ଦ ନିଗମ କଳ୍ପତରୁ ଆଶ୍ରମର ବାର୍ଷିକ ଉତ୍ସବ ପାଳିତ
ଭୁବନେଶ୍ୱର: ସଦ୍ଗୁରୁ ଠାକୁର ସ୍ୱାମୀ ନିଗମାନନ୍ଦଙ୍କ ପ୍ରତି ସମର୍ପିତ ସନ୍ଥ, ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠ ରୁଦ୍ର ବିହାରଠାରେ ପ୍ରତିଷ୍ଠିତ ନିଗମ କଳ୍ପତରୁ ଆଶ୍ରମର ବାର୍ଷିକ ଉତ୍ସବ ଓ ପୂଜ୍ୟ ସ୍ୱାମିଜୀଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଶ୍ରମ ପରିସରରେ








