ରାଜ୍ୟ

ରାଜ୍ୟ

ବୀମା କର୍ମଚାରୀଙ୍କ ଅଧିକାର ସୁରକ୍ଷା ପାଇଁ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ

ଅନେକ ଦଶକ ଧରି ବୀମା କର୍ମଚାରୀଙ୍କ ଅଧିକାର ସୁରକ୍ଷା ପାଇଁ ଲଢ଼ୁଥିବା AIIEA (ଅଲ୍ ଇଣ୍ଡିଆ ଇନ୍ସୁରେନ୍ସ ଏମ୍ପ୍ଲୋୟିଜ୍ ଆସୋସିଏସନ୍) ଦ୍ୱାରା ରାଷ୍ଟ୍ରବ୍ୟାପୀ strike କରାଯାଇଛି। ଏହି strike ଏଲଆଇସି (LIC), ଜେନେରାଲ୍ ଇନ୍ସୁରେନ୍ସ, ଓ ବ୍ୟାଙ୍କ କର୍ମଚାରୀମାନେ ବି ଅଂଶଗ୍ରହଣ

Read More »
ରାଜ୍ୟ

ଭାରତ ବନ୍ଦ ଡାକରାରେ ବଲାଙ୍ଗୀରରେ ଜନଜୀବନ ପ୍ରଭାବିତ

ବଲାଙ୍ଗୀର: ବଲାଙ୍ଗିର ଶ୍ରମିକ ବିରୋଧୀ ଶ୍ରମ କୋଡ୍‌ ପ୍ରତ୍ୟାହାର ଦାବିରେ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଡାକରା ଯୋଗୁ ବଲାଙ୍ଗୀର ଜିଲାରେ ଜନଜୀବନ ବ୍ୟାହତ ହୋଇଛି। ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି।

Read More »
ରାଜ୍ୟ

ପୂଜ୍ୟପୂଜା ଓ ସମାଜସେବାର ମହିୟସୀ ବ୍ୟକ୍ତିତ୍ୱ ଥିଲେ ଉମାରାଣୀ ଶତପଥୀ

ଭୁବନେଶ୍ୱର: ସାପ୍ତାହିକ ସମ୍ବାଦପତ୍ର ସୁବାର୍ତ୍ତା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ଓଡିଶା ନାଗରିକ ମହାମଞ୍ଚ ମିଳିତ ସାଂସ୍କୃତିକ ସଂଗଠନ ପକ୍ଷରୁ ବିଶିଷ୍ଟ ସମାଜସେବୀକା, ଲୋକକଳା, ଲୋକସଂଗୀତ, ଢଗଢମାଳି ଜଗନ୍ନାଥ ଙ୍କ ଭଜନ ସହିତ ପୂଜ୍ୟ ପୂଜା କୁ ଘରେ ଘରେ

Read More »
ରାଜ୍ୟ

ଡାଇରିଆରେ ଚାଲିଗଲା ଜୀବନ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଘଟିଯାଇଛି ଦୁଃଖଦ ଘଟଣା। ଖବରରୁ ପ୍ରକାଶ ଯେ, ସାରା ରାଜ୍ୟରେ ଡାଇରିଆର ପ୍ରକୋପ ରହିଥିବାବେଳେ ଓଡ଼ିଶ ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି ଡାଇରିଆ ଆକ୍ରାନ୍ତ। ବର୍ଷା ଦିନ ଚାଲିଥିବାବେଳେ ଗାଁରେ

Read More »
ରାଜ୍ୟ

ଓଡ଼ିଶ ଗ୍ରାମରେ ବାହୁଡ଼ାଯାତ୍ରା ପାଳିତ

ଭୁବନ: ଚତୁର୍ଦ୍ଧାମୁର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି। ସାରା ରାଜ୍ୟରେ ବାହୁଡ଼ା ଯାତ୍ରା ପାଳନ କରାଯାଇଥିବାବେଳେ ପ୍ରସିଦ୍ଧ ସ୍ଥାନ ଶ୍ରୀକ୍ଷେତ୍ର ରେ ଲକ୍ଷ ଲକ୍ଷ ଭକ୍ତଙ୍କ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ

Read More »
ମହାନଗର

ଡ଼ଃ ପ୍ରଫେସର ଗାୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପାଦପ ରୋଗ ବିଭାଗର ପ୍ରଫେସର (ସୂତ୍ରକୃମି) ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର, ସାରସ୍ୱତ ପ୍ରତିଭାର ଅଧିକାରୀ,କୃଷି,ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣର ଜୀବନ ବ୍ୟାପି ସାଧନା ନିମନ୍ତେ ଗାୟତ୍ରୀ ଡ଼ଃ ପ୍ରଫେସର ଗାୟତ୍ରୀ ବିଶ୍ୱାଳ

Read More »
ମହାନଗର

ଦିବ୍ୟାଙ୍ଗ କୁମାରୀଙ୍କୁ ନେଇ ରଜର ରାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଗତ ୨୧ ତାରିଖ ଶନିବାର ହରିହର ଆର୍ଟ ଆଣ୍ଡ କଲଚର ଏକାଡେମୀ ତରଫରୁ ରେଡକ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି ରଜର ରାଣୀ କାର୍ଯ୍ୟକ୍ରମ । ପଚାଶରୁ ଉର୍ଦ୍ଧ ଦିବ୍ୟାଙ୍ଗ ଯୁବକ ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ନୃତ୍ୟ

Read More »
ରାଜ୍ୟ

ଜନ୍ମଦିବସ ଅବସରରେ ସାଧୁଭିକ୍ଷା ସହିତ ପଠନ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ସମାଜସେବୀକା ବନୋଜୋଶ୍ନା ଭୁଜବଳଙ୍କ ସୁପୁତ୍ର ସାଇରାଜଙ୍କ ଶୁଭ ଚତୁର୍ଥ ଜନ୍ମ ଦିବସ ସ୍ଥାନୀୟ ଅନ୍ଧାରୁଆ ସ୍ଥିତ ପାଦପଦ୍ମ ପାହାଡ଼ ଠାରେ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌର ହିତ୍ୟ ଓ

Read More »
ରାଜ୍ୟ

ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ବୃକ୍ଷପୂଜା ଓ ସ୍ମୃତିରଣ

ଭୁବନେଶ୍ଵର: ସ୍ଵାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ପାତ୍ରପଡ଼ାସ୍ଥିତ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଥୁବା ସ୍ମୃତିବନଠାରେ ସଂଗ୍ରାମୀ ସାମନ୍ତ ନଟବର ସିଂହଙ୍କ ସ୍ମୃତିରେ ଥିବା ବକୁଳ ବୃକ୍ଷକୁ ପୂଜା କରାଯିବା ସହ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ,

Read More »
ରାଜ୍ୟ

ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ

ଭୁବନ: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶ ଗ୍ରାମର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ମନ୍ଦିର ପରିସର ଓ ମା’ ମହାପାଟ ମନ୍ଦିର ପରିସରକୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାସେବୀ ସଦସ୍ୟମାନେ ସଫେଇ କରିଛନ୍ତି। ପ୍ରବଳ ବର୍ଷା ସତ୍ୱେ ମଧ୍ୟ

Read More »

You cannot copy content of this page