
ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ
ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଭବାନି ପାଟଣା ବ୍ଲକ୍ ଅନ୍ତର୍ଗତ ତେଲ ଓ ଉଦନ୍ତୀ ସଙ୍ଗମ ସଙ୍ଗମ ସ୍ଥଳରେ ଶ୍ରୀ ଶ୍ରୀ ମହାପ୍ରଭୂ ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ








