
ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କ ଶାସ୍ତ୍ରୀୟତାର ତିନିସ୍ୱର ଲୋକାର୍ପିତ
ଭାଷା ସମ୍ପର୍କ ଯୋଡିବାରେ ସାହାଯ୍ୟ କରେ ଭୁବନେଶ୍ୱର: ଦ୍ୱାଦଶତମ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କ ଶାସ୍ତ୍ରୀୟତାର ତିନିସ୍ୱର “ଶାସ୍ତ୍ରୀୟତା ଏକ ସଂଘର୍ଷ “ଶାସ୍ତ୍ରୀୟ ଭାଷା ଓଡ଼ିଆ “ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ








