
ଗୀତାଞ୍ଜଳି ପକ୍ଷରୁ ବାର୍ଷିକ ସାଂସ୍କୃତିକ ଉତ୍ସବ
ଭୁବନେଶ୍ୱର, ତା 29/01/25: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗ ରେ ସ୍ଥାନୀୟ ଜୟଦେବ ଭବନ ଠାରେ ଆସନ୍ତା 31 ତାରିଖ ସନ୍ଧ୍ୟା 6.30 ମିନିଟ ସମୟରେ ଗୀତାଞ୍ଜଳିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ








