
ଜନଔଷଧି ସପ୍ତାହ ଅବସରରେ ଭୁବନେଶ୍ୱରରେ ‘ସଂଯୁକ୍ତ ଚେତନା ଅଭିଯାନ’ ପଦଯାତ୍ରା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା (PMBJP) ଅନ୍ତର୍ଗତ ଜନଔଷଧି ସପ୍ତାହ (୧-୭ ମାର୍ଚ୍ଚ) ଅବସରରେ ଆଜି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର୍ ଶୈଳଶ୍ରୀ ବିହାର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ‘ସଂଯୁକ୍ତ ଚେତନା ଅଭିଯାନ’ ଉଦ୍ଦେଶ୍ୟରେ ଏକ ପଦଯାତ୍ରା








