ରାଜ୍ୟ

ରାଜ୍ୟ

ପହଲଗାମ ପର୍ଯ୍ୟଟକ ମାନଙ୍କ ହତ୍ୟା ବିରୋଧ ରେ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

ଧର୍ମଗଡ, ୨୮/୪/୨୫ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):  ପହଲ ଗାମ ପର୍ଯ୍ୟଟକ ମାନଙ୍କ ଉପରେ ଆତଙ୍କବାଦୀ ମାନେ ୨୭ରୁ ଉର୍ଦ୍ଧ୍ବ ଙ୍କୁ ନିହତ କରିଥିବା ଘଟଣାକୁ ତୀବ୍ର ନିନ୍ଦା କରି ମୃତ ବ୍ୟକ୍ତି ମାନଙ୍କ ପାଇଁ  ସାରା ଭାରତ ରେ ଶ୍ରଦ୍ଧାଞ୍ଜଳି

Read More »
ରାଜ୍ୟ

କାର ଦୁର୍ଘଟଣାରେ ଦାଦନ ଶ୍ରମିକର ମୃତ୍ୟୁ

କଳାହାଣ୍ଡି, ୨୮|୪ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଧର୍ମଗଡ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସମସ୍ୟା ଉଦବେଗ ଦେଖାଦେଇଛି। ଦୈନନ୍ଦିନ ଦାଦନ ଶ୍ରମିକଙ୍କ କରୁଣ ଚିତ୍ର ଅଞ୍ଚଳ ପାଇଁ ଚର୍ଚ୍ଚା ର ବିଷୟ ପାଲଟିଛି।ଅନ୍ୟପଟେ ଅଞ୍ଚଳ ପାଇଁ ଏହା ଏକ

Read More »
ରାଜ୍ୟ

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠିରେ ଧର୍ମଗଡ ପୋଲିସର ଚଢ଼ାଓ, ଜଣେ କୋର୍ଟ ଚାଲାଣ

କଳାହାଣ୍ଡି, ୨୮|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ନୂତନ ଭାବେ ଧର୍ମଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାହରସ ଯୋଗ ଦେବା ପରେ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେନିୟମ ଭାବେ ମଦ ମାଫିଆ ଓ ବେପାରୀ ଉପରେ ଚଢ଼ାଉ ଜାରି ରଖିଛନ୍ତି।

Read More »
ରାଜ୍ୟ

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି,୨୮|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ପଞ୍ଚାୟତ ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଶ୍ୱିନ କୁମାର ରାଉତ ଙ୍କୁ ଆଜି ସ୍କୁଲ୍ ପ୍ରାଙ୍ଗଣରେ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ

Read More »
ରାଜ୍ୟ

ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ତଥା ପ୍ରଥମ ବାରିଷ୍ଠର, ପ୍ରଥମ ସ୍ନାତକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 8

Read More »
ଅପରାଧ

ଗାଁ, ଗାଁ ଗଳିକନ୍ଦିରେ ଭାସୁଛି ଦେଶୀ-ବିଦେଶୀ ମଦ ସୁଅ

କୁମ୍ଭ କର୍ଣ୍ଣ ନିଦ୍ରାରେ ପୋଲିସ ଓ ଅବକାରୀ ବିଭାଗ କଳାହାଣ୍ଡି, ୨୮|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲାରେ ଦେଶୀ ଓ ବିଦେଶୀ ମଦ ଚୋରା ବେପାରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନେକ ଜାଗାରେ ଚୋରା ବେପାରୀଙ୍କୁ ପୋଲିସ ଓ ଅବକାରୀ

Read More »
ରାଜ୍ୟ

ବେତନଟୀ ମୟୁର ସାହିତ୍ୟ ସଂସଦର ୩୦ ତମ ବାର୍ଷିକ ଉତ୍ସବ

ବେତନଟୀ: ଉତ୍ତର ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୟୂର ସାହିତ୍ୟ ସଂସଦ, ବେତନଟୀର ତିରିଶତମ ବାର୍ଷିକ ସାରସ୍ୱତ ସମାରହ ସ୍ଥାନୀୟ ଏମ୍. ପି. ସି. ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ରବିବାର ଅନଷ୍ଠିତ ହୋଇଅଛି। ଦୁଇଟି ପର୍ୟ୍ୟାୟରେ ଆୟୋଜିତ ଏହି କାର୍ୟ୍ୟକ୍ରମକୁ

Read More »
ରାଜ୍ୟ

ପହଲଗାମ ର ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି କେଣ୍ଡେଲ ଶୋଭାଯାତ୍ରା

ଗୋଲାମୁଣ୍ଡା, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଜମ୍ମୁକାଶ୍ମୀର ର ପହଲଗାମ ଠାରେ ୨୨/୦୪/୨୦୨୫ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ମାନଙ୍କ ବର୍ବର କାଣ୍ଡ ରେ ମୃତ୍ୟୁ ବରଣ କରିଥିବାର ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସତଗତି ପାଇଁ ଗୋଲାମୁଣ୍ଡା ହିନ୍ଦୁ ସଂଗଠନ

Read More »
ରାଜ୍ୟ

ଆର୍ତ୍ତବନ୍ଧୁ ଖୁଣ୍ଟିଆଙ୍କ 38ତମ ସ୍ମୃତି ଚାରଣ ଦିବସ ଅନୁଷ୍ଠିତ

ଖୋର୍ଦ୍ଧା: ବୋଲଗଡ ବ୍ଲକ ଅନ୍ତର୍ଗତ ନୟାପଲ୍ଲୀ ନିବାସୀ ମହିମା ଧର୍ମାବଲମ୍ବୀ, ନିତିନିଷ୍ଟ ବ୍ୟକ୍ତିତ୍ୱ ଆର୍ତ୍ତବନ୍ଧୁ ଖୁଣ୍ଟିଆଙ୍କ ଅଠତିରିଶ ତମ ତିରୋଧାନ ଦିବସ ମହିମାଧର୍ମ, ନୀତି ଅନୁଯାୟୀ ଘୃତବତୀ ପ୍ରଜ୍ବଳନ, ଭଜନ କୀର୍ତ୍ତନ ସହିତ ଏକ ଆଧ୍ୟାତ୍ମିକ ପରିବେଶ ଅଲେଖ ମହିମା ଡାକରେ

Read More »
ରାଜ୍ୟ

ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

କୋକସରା:(ଚକ୍ରଧର ବେଶ୍ରା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତିଟି ବ୍ଳକ ଏବଂ ଜିଲ୍ଲା ମାନଙ୍କରେ ଜାତୀୟ ପଞ୍ଚାୟତ ରାଜ ଦିବସ ୨୪ ଅପ୍ରେଲ ଗୁରୁବାର ସରକାରୀ ସ୍ତରରେ ପାଳିତ ହୋଇ ଯାଇଛି । ଠିକ ସେହିପରି କଳାହାଣ୍ଡି

Read More »

You cannot copy content of this page