
ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟଂ ସହାୟକ ଗୋଷ୍ଠୀର ନିଆରା ଢଙ୍ଗର ପ୍ରୟାସ
କଳାହାଣ୍ଡି, ୨୫/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ମହକୁମା ଛେଲିଆମାଲ ଗ୍ରାମ ଠାରେ । ୧୫/୦୮/୨୦୦୪ ମସିହାରେ ଗ୍ରାମରେ, ମାଝୀ ପଡା ଠାରେ ୧୩ ଜଣ ମହିଳାଙ୍କ ନିଜସ୍ୱ ଉଦ୍ୟମ ସହ ଅଙ୍ଗନୱାଡି ଦିଦିଙ୍କ








