
ବିଳମ୍ୱ ରେ ପହଞ୍ଚିବା ରୁ ପରୀକ୍ଷା ଦେବାରୁ ବାଦ୍ ପଡ଼ିଲେ ବାବୁଲା
ଦାରିଙ୍ଗବାଡି: ବିଳମ୍ୱ ରେ ପହଞ୍ଚିବା ହେତୁ ପରୀକ୍ଷା ଦେଇ ପାରିଲେ ନାହିଁ ଜଣେ ଛାତ୍ର, ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ। ସୂଚନା ଅନଯାୟୀ ସରାମୁଲି ଉନ୍ନୀତ








