
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ତାଲିମ୍
ରାଇକିଆ -୧୯/୨୫: ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆନୁକୁଲ୍ୟରେ ଜନଜାତି ଯୁବ ଲଘୁ ଉଦ୍ୟଗୀ ୨ ଦିନିଆ ଆବାସିକ କର୍ମଶାଳା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ପକ୍ଷରୁ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକର ସମନ୍ଵିତ ଠାରେ ଅନୁଷ୍ଠିତ ହୋଇଛି








