
ଆଫ୍ରିକାରେ ଯୁଵ ଇଞ୍ଜିନିୟରଙ୍କ ମୃତ୍ୟୁ, ଘରକୁ ଫେରିପାରୁନାହି ଶବ, ସରକାରଙ୍କୁ ନିିବେଦନ !
ଚିଲିକା, ୧୪।୨: ଭଲ ରୋଜଗାର କରିବା ଲକ୍ଷ୍ୟରେ ନିକଟରେ ଓଡ଼ିଶା ଛାଡ଼ି ବିଦେଶ ଯାଇଥିବା ଏକ ଯୁବ ଇଞ୍ଜିନିୟର ଙ୍କର ହଠାତ୍ ଅକାଳ ମୃତ୍ୟୁ ହେବା ପରେ ତାଙ୍କର ଶବ ଏବେ ଓଡ଼ିଶାର ତାଙ୍କ ଗାଁ ଜନ୍ମମାଟିକୁ ନଫେରିବା ଭଳି ଏକ








