ଚିଲିକା ଉପଖଣ୍ଡ ଦାବୀ ଯୋର ଧରିଲା

ଚିଲିକା: ଚିଲିକା ଆଞ୍ଚଳିକ ବିକାଶ ପରିଷଦର ବୈଠକ କଉଡିଖଣିସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ଜଗତି ମହାବୀରଙ୍କ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ପରିଷଦର ସଭାପତି ଆଡଭୋକେଟ ଦେବାଶିଷ ରଥଙ୍କ ପୌରୋହିତରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ଚିଲିକା ବ୍ଳକ ନିକଟରେ ପ୍ରସ୍ତାବିତ ଉପଖଣ୍ଡ ସ୍ଥାପନକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା|ବୈଠକରେ ଗଙ୍ଗାଧରପୁର ରେଳ ଷ୍ଟେସନରେ ପୁରୀ-ତିରୁପତି ଏକ୍ସପ୍ରେସର ରହଣୀ, ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟରେ ବିଳମ୍ବ ଜନିତ ପ୍ରକ୍ରିୟାକୁ ତ୍ଵରାନିତ କରିବା… Continue reading ଚିଲିକା ଉପଖଣ୍ଡ ଦାବୀ ଯୋର ଧରିଲା

ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ

Environmental Lifestyle Exhibition under Environmental Education Program

ଚିଲିକା,୨୮।୧: ଚିଲିକା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ ଠାରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ବ୍ଳକ ସ୍ତରୀୟ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା ତା-୨୭/୦୧/୨୦୨୫ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଚିଲିକା ବ୍ଳକ ଅନ୍ତର୍ଗତ ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ୫୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ବିଚାରକ ବିଦ୍ୟାଧର ଯୁଝାରସିଂହ, ଭଞ୍ଜକିଶୋରସାହୁ, ଅଜିତ ବୋଷ ପରିଦର୍ଶନ ଓ… Continue reading ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ

You cannot copy content of this page