ପାଣିକୋଇଲି: ୧୬ନଂ ଜାତୀୟ ରାଜପଥର ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ବନ୍ଧୁକ ମୁନରେ ହୋଇଛି ଡକାୟତି। ଶନିବାର ମଧ୍ୟାହ୍ନରେ ଜିଲା ଏସପି ମୁଖ୍ୟାଳୟ ବା ଏସପି ଦପ୍ତରର ଦୁଇଶହ ମିଟର ଦୂର ଅଳଙ୍କାର ଦୋକାନରେ ଦିନରେ ଡ଼କାୟତଙ୍କ ଗୁଳିମାଡ଼ରେ ଜଣେ କର୍ମଚାରୀ ସହ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଫେରାର ହେବାକୁ ବସିଥିବା ରାଜ୍ୟ ବାହାରର ଦୁଇ ଡ଼କାୟତଙ୍କୁ ଲୋକେ କାବୁ କରି ବହେ ଛେଚି ଗୁରୁତର କରି ଦେଇଥିଲେ। ହଜାର ହଜାର ଲୋକଙ୍କ ଗହଣରୁ ଡ଼କାୟତଙ୍କୁ… Continue reading ଅଳଙ୍କାର ଦୋକାନରେ ଫୁଟିଲା ଗୁଳି
ଅଳଙ୍କାର ଦୋକାନରେ ଫୁଟିଲା ଗୁଳି
