ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ପୁଲିସ ଉଭୟ ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତ ଶନିବାର ଦିନ ଆରୁହା ଗ୍ରାମରେ ଅନୁଷ୍ଠିତ ହିଙ୍ଗୁଳା ଯଜ୍ଞ ଦର୍ଶନ ପାଇଁ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ମାନେ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ବିରୋଧ କରିବା ସହ ତାଙ୍କ ଗାଡିକୁ ଵାଡ଼ା ବାଡ଼ି କରିଥିଲେ।… Continue reading ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ

ଅଳଙ୍କାର ଦୋକାନରେ ଫୁଟିଲା ଗୁଳି

A robbery at gunpoint took place from a Panda jewelry shop.

ପାଣିକୋଇଲି: ୧୬ନଂ ଜାତୀୟ ରାଜପଥର ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ବନ୍ଧୁକ ମୁନରେ ହୋଇଛି ଡକାୟତି। ଶନିବାର ମଧ୍ୟାହ୍ନରେ ଜିଲା ଏସପି ମୁଖ୍ୟାଳୟ ବା ଏସପି ଦପ୍ତରର ଦୁଇଶହ ମିଟର ଦୂର ଅଳଙ୍କାର ଦୋକାନରେ ଦିନରେ ଡ଼କାୟତଙ୍କ ଗୁଳିମାଡ଼ରେ ଜଣେ କର୍ମଚାରୀ ସହ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଫେରାର ହେବାକୁ ବସିଥ‌ିବା ରାଜ୍ୟ ବାହାରର ଦୁଇ ଡ଼କାୟତଙ୍କୁ ଲୋକେ କାବୁ କରି ବହେ ଛେଚି ଗୁରୁତର କରି ଦେଇଥିଲେ। ହଜାର ହଜାର ଲୋକଙ୍କ ଗହଣରୁ ଡ଼କାୟତଙ୍କୁ… Continue reading ଅଳଙ୍କାର ଦୋକାନରେ ଫୁଟିଲା ଗୁଳି

You cannot copy content of this page