ଜୁନାଗଡ ମହୋତ୍ସବ ରେ କବିତା ପାଠୋତ୍ସବ

ଜୁନାଗଡ଼, ୧୬/୨(/ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଜୁନାଗଡ଼ର ଐତିହ, ସଂସ୍କୃତି, ପରମ୍ପରା,ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତର ମହାପର୍ବ ଜୁନାଗଡ଼ର ଅପୂର୍ବ ସମାବେଶ  ୨୦୨୫ ଜୁନାଗଡ଼ ଠାରେ ଚଳିତ ମାସ ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି। ଏହି ସମାବେଶରେ ଷୋହଳ ତାରିଖ ଶେଷ ଦିବସ ରେ ଜୁନାଗଡ ମୁଖ୍ୟ ଲଙ୍କେଶ୍ଵରୀ ମଞ୍ଚରେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି।  ସଭାପତି ପ୍ରିୟବ୍ରତ ବାଣୁଆଙ୍କ ନେତୃତ୍ୟୁରେ ମୁଖ୍ୟ ଅତିଥି ଭାବେ  ସାହିତ୍ୟିକ , ପ୍ରାବନ୍ଧିକ,… Continue reading ଜୁନାଗଡ ମହୋତ୍ସବ ରେ କବିତା ପାଠୋତ୍ସବ

କିଏ ହାତେଇବ ଜୁନାଗଡ ନଗରପାଳ ସିଂହାସନ

ନଗରପାଳ ଉପନିର୍ବାଚନରେ ନିର୍ବାଚିତ ହୋଇ ରାଜ କରିବ କିଏ ? କଳାହାଣ୍ଡି,୨୪|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ରାଜ୍ୟରେ ଅନାସ୍ଥା ପ୍ରସ୍ତାବ ରେ ବିଭିତ୍ତ ପୌରାଳୟର ନଗରପାଳ ମାନେ ନିଜ ପଦବୀ ହରେଇବା ପରେ ତାଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷ ମାନେ ଦାୟିତ୍ଵରେ ଅଛନ୍ତି। ସାମ୍ବିଧାନିକ ଵିଧି ବ୍ଯବସ୍ଥା କ୍ରମେ ଆଗାମୀ ଦିନରେ ଏହି ପୋରାଞ୍ଚଳ ଗୁଡିକରେ ଉପର୍ନିବାଚନ ହେବା ଏକରକମ ସୁନିଶ୍ଚିତ ବୋଲି ଧରାଯାଇପାରେ। ରାଜ୍ୟରେ ବିଜେପି ସରକାର ଥାଇବି ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ଜୁନାଗଡ଼ର ବିଜେପି… Continue reading କିଏ ହାତେଇବ ଜୁନାଗଡ ନଗରପାଳ ସିଂହାସନ

You cannot copy content of this page