ଧୂମଧାମରେ ମାଣିକାଗୋଡ଼ା ଦଶହରା ପାଳିତ

ମାଣିକାଗୋଡ଼ା: ଦଶହରାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଥିବାବେଳେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ପାଳନ କରିଥାନ୍ତି ଖୋର୍ଦ୍ଧାଜିଲ୍ଲାର ମାଣିକାଗୋଡ଼ା ଗ୍ରାମବାସୀମାନେ। ଏହି ଗ୍ରାମରେ ଦଶହରାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ଏହି ଦଶହରା ପର୍ବ ଅବସରରେ ଏକ ବିଶେଷ ପରମ୍ପରା ଦେଖିବାକୁ ମିଳିଥାଏ ମାଣିକାଗୋଡ଼ା ଗ୍ରାମରେ। ଏହି ଗ୍ରାମରେ ଦଶହରାରେ ମା’ଙ୍କ ପୂଜାର୍ଚ୍ଚନାକୁ ଦୁଇ ସମ୍ପ୍ରଦାୟ ମୁସଲମାନ ଏବଂ ହିନ୍ଦୁ ମିଳିମିଶି ପାଳନ କରିଥାନ୍ତି। ଦଶହରା ଅବସରରେ ମା’ଙ୍କ ଅପରାଜିତା ହୋମ ଅନୁଷ୍ଠିତ… Continue reading ଧୂମଧାମରେ ମାଣିକାଗୋଡ଼ା ଦଶହରା ପାଳିତ

ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନ: ସାମାଜିକ ସଂଗଠନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସମସ୍ତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବାବା ଝରଣେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ ଓ ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଛି । ଏଥିରେ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା, ପଂଚାନନ ସେନାପତି, ଭାଗବତ ସେଠୀ, ରଂଜନ କୁମାର ସେଠୀ, ଲିଙ୍ଗରାଜ ସେଠୀ, ଲୁଲୁ ସେଠୀ, ନୂତନ ଙ୍କ ସହ ନୂତନ ଭାବେ ଏହି ସାମାଜିକ ଅନୁଷ୍ଠାନରେ ସାମିଲ ହୋଇଥିବା ୩ଜଣ ଝିଅ ମଧ୍ୟ ଏହି… Continue reading ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନା

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ମାସିକ ସମୀକ୍ଷା ବୈଠକ ଓ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନାଚକ୍ର ସଂଯୋଜକ ଶ୍ରୀକାନ୍ତ ସାହୁ ଓ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଆଇସି ର ପୂର୍ବତନ ପ୍ରବନ୍ଧକ ଅମୁଲ୍ୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିଳ୍ପପତି ସୁଶାନ୍ତ କୁମାର… Continue reading ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନା

ରେଙ୍ଗାଳିଡ୍ୟାମ ଛକରେ ବାଇକ ଧକ୍କାରେ ୨ ଗୁରୁତର

ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ବଡ଼କାଠିଆସ୍ଥିତ ରେଙ୍ଗାଳିହୁଡ଼ା ଛକଠାରେ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ଦିବା ୧୧ ରୁ ୧୨ ଘଟିକା ସମୟରେ ବଡ଼କାଠିଆ-ଓଡ଼ିଶ ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ଡ୍ୟାମ୍ ରାସ୍ତାରେ ଦୁଇଜଣ ଯୁବକ ମୋଟର ସାଇକେଲରେ ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଛି । ଗୁରୁତର ଦୁହିଁଙ୍କୁ ପରେ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନା ନିଆଯାଇଛି । ଗୁରୁତର ହୋଇଥିବା ଦୁଇ ଯୁବକ… Continue reading ରେଙ୍ଗାଳିଡ୍ୟାମ ଛକରେ ବାଇକ ଧକ୍କାରେ ୨ ଗୁରୁତର

ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ନିଖିଳ ଓଡିଶା ଗ୍ରାମରକ୍ଷୀ ମହାସଙ୍ଘ

ଭୁବନେଶ୍ୱର: ରାସ୍ତାରେ ଗାଈଗୋରୁ ଶୋଇବା ଯୋଗୁଁ ପ୍ରତିଦିନ ଅନେକ ନିରୀହ ଜୀବନ ସହ ଗାଈଗୋରୁ ସଡ଼କ ଦୁର୍ଘଟଣାରେ ମୃତକ୍ଷହତ ହେଉଛନ୍ତି I ଅନେକ ପରିବାର ଛାରଖାର ହୋଇଯାଉଛି I ସରକାରୀ ଉଦାସୀନତା ଓ଼ ବିଭାଗୀୟ ଦାୟିତ୍ୱହୀନତା ର ଅଭାବ ଏଥିପାଇଁ ସମ୍ପୂର୍ଣ ଦାୟୀ I ଏହି ଗୁରୁତର ସମସ୍ୟା ଉପରେ କାର‌୍ୟ୍ୟାନୁଷ୍ଠାନ ପାଇଁ ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ପ୍ରସନ୍ନ ବିଷୋୟୀ ଓ଼ ଅଶୋକ ପାଇକରାୟ ଅଗଷ୍ଟ ୫ ତାରିଖରେ ଓଡିଶା… Continue reading ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ନିଖିଳ ଓଡିଶା ଗ୍ରାମରକ୍ଷୀ ମହାସଙ୍ଘ

ବଳଦିଆମାଲ ସ୍କୁଲର ପ୍ରଧାନ ଶିକ୍ଷକ କୋର୍ଟ ଚାଲାଣକୁ ନେଇ ତାଙ୍କ ପତ୍ନୀଙ୍କ ଥାନାରେ ଲିଖିତ ଅଭିଯୋଗ

କଳାହାଣ୍ଡି,୨୨|୮(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷକ ଗିରଫ ହୋଇ କୋର୍ଟ ଚାଲଣା ହୋଇଥିବାର ଦେଖା ଦେଇଛି l କିନ୍ତୁ ପ୍ରଧାନ ଶିକ୍ଷକଙ୍କ ଧର୍ମ ପତ୍ନୀ ସୁମିତ୍ରା ମେହେର ଏକ ଚାଞ୍ଚଲ୍ୟ ସୃଷ୍ଟି କଲା ଭଳି ଅଭିଯୋଗ ସେହି ବଳଦିଆମାଲ ଗ୍ରାମ ସ୍କୁଲର ତିନି ଜଣ ଶିକ୍ଷକ ତଥା ଯିଶୁରାମ ଗୋପାଳ , ଓମ୍ ପ୍ରସାଦ ମେହେର, ସାମନ୍ତ… Continue reading ବଳଦିଆମାଲ ସ୍କୁଲର ପ୍ରଧାନ ଶିକ୍ଷକ କୋର୍ଟ ଚାଲାଣକୁ ନେଇ ତାଙ୍କ ପତ୍ନୀଙ୍କ ଥାନାରେ ଲିଖିତ ଅଭିଯୋଗ

ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ଜିଲ୍ଲାର ବଳଙ୍ଗା ନାବାଳିକାଙ୍କ ଦିଲ୍ଲୀ ଏମ୍ସରେ ମୃତ୍ୟୁ ପରେ ଆଜି ପୈତୃକ ଗାଁ ବାୟାବରରେ ଶେଷ ହେଲା ଅନ୍ତିମ ସଂସ୍କାର । ବାୟାବର ନୂଆ ଗୋପାଳପୁରରେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି (ରବିବାର) ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା ବଳଙ୍ଗା ପୀଡିତାଙ୍କ ପାର୍ଥିବ ଶରୀର । ପୀଡିତାଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ବିଭିନ୍ନ ଦଳର ନେତାଙ୍କ ଭିଡ ଜମିଥିଲା । ଏହା ପରେ ମହାପ୍ରୟାଣ ଗାଡିରେ ଗାଁକୁ ଯାଇଥିଲା ପୀଡିତାଙ୍କ ମରଶରୀର ।… Continue reading ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ

ମୋବାଇଲ ଚୋରଙ୍କୁ କାବୁ କଲା କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ

ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଜିଲା ର କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ମୋବାଇଲ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ କାବୁ କରି ଜିଆର୍‌ପିକୁ ଜିମା ଦେଲେ କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ । ଦିନକୁ ଦିନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଚୋରି ବଢ଼ି ଚାଲିଥିବା ବେଳେ ଚୋରମାନଙ୍କୁ କାବୁ କରିବାରେ ଅସମର୍ଥ ଜିଆରର୍‌ପି ପୋଲିସ । ଡୁଆଝର ଏବଂ ଖରିଆର ଅଞ୍ଚଳର ଦୁଇ ଯାତ୍ରୀଙ୍କଠାରୁ ମୋବାଇଲ ଏବଂ ବ୍ୟାଗ ଲୁଟ୍ କରି ଫେରାର ମାରୁଥିବା ବେଳେ… Continue reading ମୋବାଇଲ ଚୋରଙ୍କୁ କାବୁ କଲା କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ

ଲୋକ କଳା ସଂସ୍କୃତି ଗବେଷକ ମାନଙ୍କ ସମାବେଶ

ବଲାଙ୍ଗିର: ବଲାଙ୍ଗିର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ସ୍ବୀକୃତି ପାଇଥିବା ପଶ୍ଚିମ ଓଡିଶାର ସମସ୍ତ କନିଷ୍ଠ ଏବଂ ବରିଷ୍ଠ ଲୋକ ସଂସ୍କୃତି ଗବେଷକ, ଯୁବ କଳାକାର ମେଧାବୃତ୍ତି ଏବଂ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ମେଧାବୃତ୍ତି ମାନଙ୍କ ଏକ ସମାବେଶ ପଶ୍ଚିମ ଓଡିଶା ଲୋକସଂସ୍କୃତି ଗବେଷକ ଏବଂ ଢୋଳ ମୁହୁରି କଳାପରିଷଦର ମିଳିତ ଆୟୋଜନରେ ସ୍ଥାନୀୟ ସମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଅଛି । କବି ସଂଦିପ କୁଅଁର ଏବଂ କିର୍ତ୍ତନ ଦୀପ ଙ୍କ ସଂଯୋଜନାରେ ଦୁଇ ଗୋଟି ପର୍ଯ୍ୟାୟରେ… Continue reading ଲୋକ କଳା ସଂସ୍କୃତି ଗବେଷକ ମାନଙ୍କ ସମାବେଶ

ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

କୋକସରା,୧୩।୫ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ଆମପାଣି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଜୟପ୍ରକାଶ ନାରାୟଣ ହୋତା ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ସାମ୍ବାଦିକ ସଂଘ (କେବିଏସ୍ଏସ୍) ପକ୍ଷରୁ ମଙ୍ଗବାର ଥାନା ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଘର ସଭାପତି ଚକ୍ରଧର ବେଶ୍ରା, ସମ୍ପାଦକ ଜଗଦୀଶ ନାଏକ, ଉପ ସଭାପତି ହିରଣ୍ୟ ବେହେରା, ସହ ସମ୍ପାଦକ ପରେଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି… Continue reading ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

You cannot copy content of this page