ଅସହାୟ ଗୋଲାପୀଙ୍କୁ ବ୍ଲକ ପ୍ରଶାସନ ର ଅଣ ଦେଖା କାହିଁକି ? ବିଡ଼ିଓଙ୍କ ଦୂର ଦୃଷ୍ଟିରେ ଗୋଲାପୀ

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସପଲହରା ପଞ୍ଚାୟତ କଣ୍ଡରେଇଗାଁର ଗୋଲାପୀ ସାହୁ(୭୦)। ସେ ଜଣେ ବିଧବା ମହିଳା |ପରିବାର ବୋଲି କେହି ନଥିବାରୁ ରୋଜଗାର କିଛି ନାହିଁ । କେବଳ ମାସକୁ ଭତ୍ତା ହଜାରେ ଟଙ୍କା ଏବଂ ୫କେଜି ଚାଉଳ ମିଳୁଛି|ଭୂମିହୀନ ବୋଲି ଆବାସ ଖଣ୍ଡେ  ମଧ୍ୟ ନାହିଁ | ବହୁତ କଷ୍ଟରେ ଜୀବନ ବିତାଉଛନ୍ତି । ସୂଚନା ଅନୁସାରେ ୨୦୧୫ ମସିହା ପୂର୍ବରୁ ସେ ୩୫କିଲୋ ଚାଉଳ ପାଉଥିଲେ।… Continue reading ଅସହାୟ ଗୋଲାପୀଙ୍କୁ ବ୍ଲକ ପ୍ରଶାସନ ର ଅଣ ଦେଖା କାହିଁକି ? ବିଡ଼ିଓଙ୍କ ଦୂର ଦୃଷ୍ଟିରେ ଗୋଲାପୀ

You cannot copy content of this page